National & International News in Odia
ପଶ୍ଚିମବଙ୍ଗରେ ଅଜବ ଘଟଣା: ୫ ବର୍ଷ ହେଲା ପୋଖରୀରେ ରହୁଛନ୍ତି ୧୬ ବର୍ଷୀୟ ନାବାଳକ!
ପଶ୍ଚିମବଙ୍ଗ: ମୁର୍ଶିଦାବାଦର ୧୬ ବର୍ଷୀୟ ଇକବାଲ ଶେଖଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୫ ବର୍ଷ ଧରି...
ଟିଏମସିରେ ସାୟନୀ ଘୋଷଙ୍କୁ ବିରୋଧ! ଅଫିସ୍ରେ ତାଲା ପକାଇଲେ କର୍ମୀ; ନାମଫଳକ ଉପାଡ଼ି ଫିଙ୍ଗିଦେଲେ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଟିଏମସି ସାଂସଦ ସାୟନୀ ଘୋଷଙ୍କୁ ନେଇ ଦଳ ଭିତରେ ବିରୋଧ ତୀବ୍ର ହୋଇଛି। କୋଲକାତାର ଗଡ଼ଫା ଅଞ୍ଚଳରେ...
ଗୋଟିଏ ଫ୍ରେମ୍ରେ ଅମିତ ଶାହ ଓ ରାହୁଲ ଗାନ୍ଧୀ; ବିବାହ ରିସେପ୍ସନ୍ରେ ନଜର ଆସିଲା ବିରଳ ରାଜନୈତିକ ଦୃଶ୍ୟ
ନୂଆଦିଲ୍ଲୀ: ସାଧାରଣତଃ ରାଜନୈତିକ ମଞ୍ଚରେ ପରସ୍ପରର କଡ଼ା ବିରୋଧୀ ଭାବେ ଦେଖାଯାଉଥିବା ଅମିତ ଶାହ ଓ ରାହୁଲ ଗାନ୍ଧୀ ଗୋଟିଏ...
‘କେରଳ’ ନାମ ହେବ ‘କେରଳମ’! ଲୋକସଭାରେ ପାରିତ ହେଲା ରାଜ୍ୟର ନାମ ପରିବର୍ତ୍ତନ ବିଲ୍
ନୂଆଦିଲ୍ଲୀ: କେରଳର ନାମ ପରିବର୍ତ୍ତନ ନେଇ ଆସିଥିବା ‘କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬’ ଲୋକସଭାରେ ପାରିତ ହୋଇଛି। ଏହି...
ରାହୁଲ ଗାନ୍ଧୀଙ୍କ ଛୁଟି ଫଟୋକୁ ନେଇ ବିବାଦ, ଫୋଟୋରେ ମହିଳା ଓ ଶିଶୁ ଜଣକ କିଏ ବୋଲି ଗିରିରାଜ ସିଂହଙ୍କ ପ୍ରଶ୍ନ!
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଛୁଟି ସମୟର ଫଟୋକୁ ନେଇ...
ଶିବଗଙ୍ଗେ ପାହାଡ଼ରେ ଟ୍ରେକିଂ ବେଳେ ନିଖୋଜ ହେଲେ ସଫ୍ଟୱେର ଇଞ୍ଜିନିୟର;୧୦୦ରୁ ଅଧିକ ଉଦ୍ଧାରକାରୀଙ୍କ ସର୍ଚ୍ଚ ଅପରେସନ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଶିବଗଙ୍ଗେ ପାହାଡ଼ରେ ଏକାକୀ ଟ୍ରେକିଂ କରିବାକୁ ଯାଇ ୩୧ ବର୍ଷୀୟ ଜଣେ ସଫ୍ଟୱେର ପ୍ରଫେସନାଲ...
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର କରାଳ ରୂପ; କିଛି ସେକେଣ୍ଡରେ ଭାସିଗଲା ପୋଲ, କ୍ୟାମେରାରେ କଏଦ ହେଲା ଦୃଶ୍ୟ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର...
କଲମ୍ବିଆରେ ଭୟଙ୍କର ଭୂକମ୍ପ! ୧୧୧ ମୃତ୍ୟୁ; ଭୁଶୁଡ଼ିଲା ଘର, ଆତଙ୍କରେ ସ୍ଥାନୀୟଵାସୀ
ନୂଆଦିଲ୍ଲୀ: କଲମ୍ବିଆର ପଶ୍ଚିମ ଅଞ୍ଚଳରେ ସୋମବାର ୭.୪ ତୀବ୍ରତାର ଏକ ଭୟଙ୍କର ଭୂକମ୍ପ ଆସିଛି। ଏହି ଭୂକମ୍ପରେ ଅତିକମ୍ରେ ୧୧୧...
5 ଷ୍ଟାର ହୋଟେଲ ବୁକ କରିଥିଲେ; ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ!
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ହୋଟେଲ ରୁମ୍ରୁ ଦୁଇ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା...
ପୂର୍ବତନ ବିଧାୟକଙ୍କ ଘରେ ଇଡି ରେଡ! ୧ କୋଟିରୁ ଅଧିକ ନଗଦ ଜବତ; ୨ ହଜାର କୋଟିର ଚିଟ୍ଫଣ୍ଡ ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ
ଆନ୍ଧ୍ରପ୍ରଦେଶ: ୨ ହଜାର କୋଟି ଟଙ୍କାର ବହୁରାଜ୍ୟୀୟ ଚିଟ୍ଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ...
ଜମି ବିକି ମିଳିଥିଲା ୫ ଲକ୍ଷ, ମାଟି ତଳେ ଲୁଚାଇ ରଖିଥିଲେ ଚାଷୀ; ବର୍ଷକ ପରେ ମିଳିଲା ଉଇ ଖାଇଯାଇଥିବା ଛିଣ୍ଡା ନୋଟ୍
ରାଜସ୍ଥାନ: ରାଜସ୍ଥାନର ବାଲୋତ୍ରା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା। ଜମି ବିକ୍ରି କରି ମିଳିଥିବା ୫ ଲକ୍ଷ...
ଦୁଇ ବର୍ଷ ପରେ ଅଦାନୀଙ୍କୁ ଆଶ୍ବସ୍ତି, ଆମେରିକା କୋର୍ଟରେ ଖାରଜ ହେଲା ମାମଲା
ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଆଶ୍ୱସ୍ତି ମିଳିଛି। ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାନୀ ଏବଂ ପୂର୍ବତନ...
