National & International News in Odia
ସବୁଜ ଶକ୍ତିର ବିଶ୍ୱ କେନ୍ଦ୍ର ହେବ ଭାରତ; ଅଷ୍ଟ୍ରେଲିଆରେ ଆୟୋଜିତ ସିଇଓ ଫୋରମରେ ମୋଦୀଙ୍କ ବଡ଼ ବାର୍ତ୍ତା
ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଲବୋର୍ଣ୍ଣରେ ଆୟୋଜିତ ସିଇଓ ଫୋରମକୁ ସମ୍ବୋଧିତ କରି ଭାରତକୁ ବିଶ୍ୱର ସବୁଜ...
୨୯ ଦିନ ପରେ ୧୨ ଫୁଟ୍ ତଳୁ ମିଳିଲା ୧୪ ବର୍ଷୀୟ ଛାତ୍ରଙ୍କ ମୃତଦେହ! ହତ୍ୟା ପଛର କାରଣ ଖୋଜୁଛି ପୁଲିସ
ବିହାରର ସମସ୍ତିପୁର ଜିଲ୍ଲାରେ ନିଖୋଜ ଥିବା ୧୪ ବର୍ଷୀୟ ଛାତ୍ର ଇଶାନ୍ତ କୁମାର ଓରଫ୍ ଛୋଟୁଙ୍କ ମୃତଦେହ ୨୯ ଦିନ...
ଷ୍ଟକ୍ ମାର୍କେଟ୍ରେ ଜୋରଦାର କମ୍ବ୍ୟାକ୍; ୫୧୬ ପଏଣ୍ଟ୍ ବଢ଼ିଲା ସେନସେକ୍ସ, ୨୪ ହଜାର ଟପିଲା ନିଫ୍ଟି
ଆମେରିକା-ଇରାନ ଉତ୍ତେଜନା ସତ୍ତ୍ୱେ ଭାରତୀୟ ଶେୟାର ବଜାରରେ ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି। ବୁଧବାରର ପତନ ପରେ ଗୁରୁବାର ସେନସେକ୍ସ...
୧୩ କେଜି ସୁନା, ୯ କେଜି ରୁପା ଓ କୋଟି କୋଟି ଟଙ୍କା ଜବତ; ଅବସରପ୍ରାପ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉରେ ମିଳିଲା ବିପୁଳ ସମ୍ପତ୍ତି
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ...
ଇଲିସି ମାଛ ଧରିବାକୁ ଯାଇ ନିଖୋଜ ୧୫ ମତ୍ସ୍ୟଜୀବୀ; ସନ୍ଧାନ ପାଇଁ ନୌସେନା ହେଲିକପ୍ଟର ସହାୟତା ଦାବି
ପଶ୍ଚିମବଙ୍ଗର ଶଙ୍କରପୁର ଉପକୂଳରେ ଇଲିସି ମାଛ ଧରିବାକୁ ଯାଇଥିବା ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଘଟଣା ଉଦବେଗ ସୃଷ୍ଟି...
ଚୁକ୍ତି କରିବା ପାଇଁ ଇରାନର ଫୋନ୍: ଘନଘନ ଆକ୍ରମଣ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି!
ୱାଶିଂଟନ: ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।...
ସରକାରୀ ଚାକିରି ପାଇଁ ମା’ଙ୍କୁ ହତ୍ୟା! ଦୁର୍ଘଟଣାର ନାଟକ ପଛରେ ଝିଅର ଷଡ଼ଯନ୍ତ୍ର ଅଭିଯୋଗ
ଜୟପୁର: ରାଜସ୍ଥାନର ଜୟପୁରରେ ଏକ ସଡ଼କ ଦୁର୍ଘଟଣା ମାମଲା ଚାଞ୍ଚଲ୍ୟକର ମୋଡ଼ ନେଇଛି। ପୋଲିସର ଦାବି ଅନୁସାରେ, ୨୩ ବର୍ଷୀୟା...
“ଭୁଲ୍ କରିଥିଲା, ଦଣ୍ଡ ପାଇଲା”: ବାରୁଇପୁର ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ମା’ଙ୍କ ବୟାନ
ପଶ୍ଚିମବଙ୍ଗର ବାରୁଇପୁରରେ ୧୧ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ...
ବିଶ୍ୱ ଉପରେ ଗ୍ୟାସ୍-ତେଲ ସଙ୍କଟର ଛାୟା! ଇରାନର ପାଲଟା ଆକ୍ରମଣ, ଚୁକ୍ତି ଶେଷ କଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ...
ସିଙ୍ଗଡ଼ା ପାଇଁ ଟ୍ରେନ୍ ଅଟକାଇଲେ ଲୋକୋ ପାଇଲଟ! ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସିଙ୍ଗଡା କିଣିବା ପାଇଁ ଲୋକୋ ପାଇଲଟ୍ ଟ୍ରେନ୍କୁ ଅଧା ବାଟରେ...
“ମୁଁ ସେମାନଙ୍କ ସହ ଆଉ କୌଣସି ଡିଲ୍ କରିବାକୁ ଚାହୁଁନାହିଁ”; ତେହେରାନ ସହ ଆଲୋଚନା ‘ସମୟ ନଷ୍ଟ’- ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଆମେରିକା ଓ ଇରାନ ମଧ୍ୟରେ ଜୁନ୍ରେ ହୋଇଥିବା ଅନ୍ତରୀଣ ଶାନ୍ତି ବୁଝାମଣା...
ରାମ ମନ୍ଦିର ନାମରେ ନକଲି ରସିଦ କାଟି ଲୁଟୁଥିଲେ ଦାନ! ତଦନ୍ତରେ ବଡ଼ ଖୁଲାସା
ରାମ ମନ୍ଦିର ଦାନ ଟଙ୍କା ହଡ଼ପ ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।...
