National & International News in Odia
୩୮ ବର୍ଷରେ ଆଖି ବୁଜିଲେ ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନ, କ୍ରିକେଟ ଜଗତରେ ଶୋକ
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ୩୮ ବର୍ଷ...
ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିଷ୍ପତ୍ତି , ମେଟାକୁ ୩ ଦିନର ମହଲତ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ରେ ଆସିବାକୁ ଥିବା ନୂଆ ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କତା ପଦକ୍ଷେପ ନେଇଛନ୍ତି । ଏହି...
ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ ଦୋଷୀଙ୍କୁ ଫାଶୀ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଗୁଜରାଟ ହାଇକୋର୍ଟ
ଅହମଦାବାଦ: ୨୦୦୮ ମସିହାର ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ହାଇକୋର୍ଟ ମଙ୍ଗଳବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି।...
ଇଣ୍ଡୋନେସିଆରେ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ, ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ଚୁକ୍ତି
ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ନୂଆ ଦିଗ ଦେଇଛି। ଜାକର୍ତ୍ତାରେ ପହଞ୍ଚିବା ପରେ ଇଣ୍ଡୋନେସିଆର...
ବର୍ଥଡେ ପାର୍ଟି ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା; ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଆସିଛି | ଯେଉଁଠି ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬...
ପାରିବାରିକ କଳହରେ ବଳି ପଡିଲା ୧୧ ମାସର ଶିଶୁକନ୍ୟା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ହତ୍ୟାର ସତ, ବାପା-ମା’ ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହର ପରିଣତି ସ୍ୱରୂପ ୧୧ ମାସର ଏକ...
ବିବାହର ୪ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀ ସମେତ ୬ ଜଣଙ୍କ ବିରୋଧରେ ଯୌତୁକ ହତ୍ୟା ମାମଲା
ଲକ୍ଷ୍ନୌ: ବିବାହର ମାତ୍ର ଚାରି ମାସ ପରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତର...
ଇଣ୍ଡୋନେସିଆରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ;’ଭାରତ-ଇଣ୍ଡୋନେସିଆ ସମ୍ପର୍କର ସୁବର୍ଣ୍ଣ ଅଧ୍ୟାୟ’ର ହେଲା ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ମଙ୍ଗଳବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ...
ଫୁଟବଲ୍ ମ୍ୟାଚ୍ର ପ୍ରତିଶୋଧ ନେଲା ରକ୍ତାକ୍ତ ରୂପ; ୧୭ ବର୍ଷୀୟ ଖେଳାଳିଙ୍କ ଗଳା କାଟି ହତ୍ୟା
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଏକ ଫୁଟବଲ୍ ମ୍ୟାଚ୍କୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଫୁଟବଲ୍...
ମୋବାଇଲ୍ ଚାଟ୍କୁ ନେଇ ପ୍ରେମିକାଙ୍କୁ ହତ୍ୟା! ମୃତଦେହକୁ ୩ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ନୃଶଂସ ପ୍ରେମିକ
ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରୁ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମୋବାଇଲ୍ ଚାଟ୍କୁ କେନ୍ଦ୍ର କରି ହୋଇଥିବା ବିବାଦ...
ସିୟା ଗୋୟଲ କେତନଙ୍କୁ ହତ୍ୟା କରିବା ପୂର୍ବରୁ ଇନ୍ଦୋରର ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା ସମ୍ପର୍କରେ ବିସ୍ତୃତ ସୂଚନା ଗୁଗୁଲ୍ରେ ଖୋଜି ପଢ଼ିଥିଲେ
ପୁନେର କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ ତଦନ୍ତ ସମୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଜବତ କରିଥିବା...
୮୩ ବର୍ଷୀୟ ବୃଦ୍ଧଙ୍କ ଗଲ୍ବ୍ଲାଡର୍ରୁ ବାହାରିଲା ୨ ହଜାର ପଥର! ଦୀର୍ଘ ୬ ବର୍ଷ ଧରି ଯନ୍ତ୍ରଣାରେ ପୀଡିତ ଥିଲେ
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି! ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କ ପିତ୍ତକୋଷ...
