Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ପିଏମ କ୍ରେଡିଟ୍‌ କାର୍ଡ ଯୋଜନାରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ...

ପ୍ରଥମ ଥର ଚାକିରି କରିବାକୁ ଥିବା କର୍ମଚାରୀଙ୍କ ପାଇଁ ବଡ ଘୋଷଣା, ପିଏଫ ଖାତାକୁ ମିଳିବ ୧୫ ହଜାର ଟଙ୍କା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଗତ କରିଛନ୍ତି । ଏହି...

ବଜେଟରେ ବଡ ଘୋଷଣା, ଏକ କୋଟି ଯୁବକଙ୍କୁ ପ୍ରତି ମାସରେ ମିଳିବ ୫୦୦୦ ଟଙ୍କା ସ୍କୋଲାରଶିପ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଗତ କରିଛନ୍ତି । ଏହି...

ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫: ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । କ୍ରମାଗତ ସପ୍ତମ ଥର...

ବଦଳିଲା ଟ୍ୟାକ୍ସ ସ୍ଲାବ, ଏବେ ଟ୍ୟାକ୍ସ କରଦାତାଙ୍କୁ ଏତିକି ଦେବାକୁ ପଡିବ ଟ୍ୟାକ୍ସ

ନୂଆଦିଲ୍ଲୀ: ମୋଦୀ ୩.୦ର ପ୍ରଥମ ବଜେଟରେ କରଦାତାଙ୍କୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଉପହାର ଦେଇଛନ୍ତି । ଏଥର...

ବଜେଟରେ କୃଷକଙ୍କ ପାଇଁ ପେଡି ଖୋଲିଲେ ନିର୍ମଳା, କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ବଜେଟ୍ ଉପସ୍ଥାପନ କରିଛନ୍ତି।।...

ବଜେଟ୍: ମୋରାଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ସୀତାରମଣ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪-୨୫ ବର୍ଷ ପାଇଁ ବଜେଡ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା...

ଆଜି ଆସିବ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ବଜେଟ୍ ପେଡିରୁ ବାହାରିବ କ’ଣ ?

ନୂଆଦିଲ୍ଲୀ: ଗତକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆଣମ୍ଭ ହୋଇଥିବା ବେଳେ ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ...

ସୁପ୍ରିମକୋର୍ଟରୁ ଯୋଗୀ ସରକାରଙ୍କୁ ବଡ ଝଟକା, କାଉଁଡିଆ ରୁଟରେ ନେମ ପ୍ଲେଟ ଲଗାଇବା ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ବଡ ଝଟକା ଦେଇଛନ୍ତି । ଯୋଗୀ ସରକାରଙ୍କ କାଉଁଡିଆ ରୁଟରେ...

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟୁଇଷ୍ଟ, ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନ। ରବିବାର ଚିଠି ଲେଖି ଏହାର...

ମାଇକ୍ରୋସଫ୍ଟ ସର୍ଭର ଡାଉନ; ଭାରତରୁ ଆମେରିକା ପର୍ଯ୍ୟନ୍ତ ଉଡାଣ ଠପ, ବ୍ୟାଙ୍କ, କମ୍ପ୍ୟୁଟର-ଲ୍ୟାପଟପ ବନ୍ଦ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୱିଣ୍ଡୋରେ ଦେଖା ଦେଇଥିବା ବୈଷୟିକ(ଟେକ୍ନିକାଲ) ତ୍ରୁଟି କାରଣରୁ ସମଗ୍ର ଦୁନିଆରେ ବ୍ୟାଙ୍କିଙ୍ଗ ସେବାଠୁ ନେଇ ବିମାନ ସେବା...