Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ପତ୍ନୀ ନା ମାତା-ପିତା…ସହିଦ ଯବାନଙ୍କ ପେନସନ ଉପରେ କାହାର ଅଧିକାର ? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ସେନାରେ କାର୍ଯ୍ୟରତ ସହିଦ ଯବାନଙ୍କ ପରିବାରରରେ କାହାକୁ ମିଳିବ ପେନସନ ? କଂଗ୍ରେସ ସାଂସଦ ଇମରାନ ମସୁଦଙ୍କ ଏହି...

ବ୍ରାଜିଲରେ ବିମାନ ଦୁର୍ଘଟଣା, ସମସ୍ତ ୬୨ ଯାତ୍ରୀ ମୃତ

ନୂଆଦିଲ୍ଲୀ: ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।...

ଗୁଡ ମର୍ଣ୍ଣିଂ ନୁହେଁ, ଜୟ ହିନ୍ଦ କୁହ; ବିଜେପି ସରକାରର ସ୍କୁଲ ପାଇଁ ବଡ ଆଦେଶ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସମସ୍ତ ସ୍କୁଲରେ ଗୁଡ ମର୍ଣ୍ଣିଂ କହିବା ବଦଳରେ ଏବେ ଜୟ ହିନ୍ଦ କୁହାଯିବ । ଏମିତି...

ସଂସଦକୁ ଭ୍ରମିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୟରାମ ରମେଶ ଦେଲେ ବିଶେଷାଧିକା ହନନର ନୋଟିସ୍

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହକୁ ଭ୍ରମିତ କରିଛନ୍ତି । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସର...

ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ, ୧୬ ମାସ ପରେ ଜେଲରୁ ବାହାରିବେ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ଶୁକ୍ରବାର...

ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ମିଳିବ ରୌପ୍ୟ !

ନୂଆଦିଲ୍ଲୀ: ୫୦ କେଜି ରେସଲିଂ ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇ ଭିନେଶ୍ ଫୋଗାଟଙ୍କ ସ୍ୱର୍ଣ୍ଣ ପଦକ ଜିତିବା...

ଭାରତୀୟ ହକି ଦଳ ଓ ଓଡ଼ିଶା ଖେଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ସରକାର...

ପ୍ୟାରିସ ଅଲିମ୍ପିକ୍ସ: ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଇତିହାସକୁ ପ୍ୟାରିସ ଅଲିମ୍ପିକ୍ସରେ ଦୋହରାଇଲା ଭାରତ । ବ୍ରୋଞ୍ଜ ମେଡାଲ ଲଢ଼େଇରେ ସ୍ପେନକୁ ୨-୧ ଗୋଲରେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଘଟିଛି । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ସମୟ ଧରି ପଶ୍ଚିମବଙ୍ଗର...

ମାତ୍ର ୧୦୦ ଗ୍ରାମ ପାଇଁ ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିକୁ ବାଏ ବାଏ କଲେ ଭିନେଶ

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌ । ପ୍ୟାରିସ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା...

ପ୍ୟାରିସ୍ ଅଲିମ୍ପିକ: ଆଜି ଜାଭେଲିନ୍ ଫିଲ୍ଡକୁ ଓହ୍ଲାଇବେ ଗୋଲ୍ଡେନ ବୟ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଆଜିର ଦିନ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ...

ବାଂଲାଦେଶ ଓ ଶେଖ ହସିନାଙ୍କୁ ନେଇ କଣ ରହିଛି ଭାରତର ଆକ୍ସନ ପ୍ଲାନ, ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ବାଂଲାଦେଶରେ ହୋଇଥିବା କ୍ଷମତା ଅପସାରଣ ପରେ ସ୍ଥିତି ଉପରେ ଭାରତର ତୀକ୍ଷ୍ମ ନଜର ରହିଛି । ବାଂଲାଦେଶ ପ୍ରସଙ୍ଗରେ...