National & International News in Odia
ପ୍ରିୟଙ୍କା ଉପ ନିର୍ବାଚନ ଲଢି ଲୋକସଭା ପହଞ୍ଚିଯିବେ, ରାହୁଲଙ୍କୁ ରାୟବରେଲିରୁ ଲଢାଇ ବଡ ସଙ୍କେତ ଦେଲା କଂଗ୍ରେସ !
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ କୌଣସି ବି ଉପ ନିର୍ବାଚନ ଲଢି ଲୋକସଭା ପହଞ୍ଚିଯିବେ । ଏହା କହିଛନ୍ତି କଂଗ୍ରେସର ମୁଖପାତ୍ର...
ସବୁ କଳ୍ପନା ଜଳ୍ପନାର ଅବସାନ, ରାୟବରେଲିରୁ ଲଢିବେ ରାହୁଲ; ଆମେଠିରୁ କେଏଲ ଶର୍ମା
ନୂଆଦିଲ୍ଲୀ: ରାୟବରେଲି ଓ ଆମେଠିରୁ ନିର୍ବାଚନ କିଏ ଲଢିବ ତାକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛି...
ଗାନ୍ଧୀ ପରିବାରର ଜଣେ ସଦସ୍ୟ ହିଁ ଲଢିବ ଲୋକସଭା ନିର୍ବାଚନ, ପ୍ରିୟଙ୍କା ରେସରୁ ବାହାର; ଚର୍ଚ୍ଚାରେ ରାହୁଲଙ୍କ ନାଁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାର ମତଦାନ ସଂପନ୍ନ ହୋଇ ସାରିଛି । ପଞ୍ଚମ ପର୍ଯ୍ୟାୟ ପାଇଁ ନାମାଙ୍କନ...
ସଙ୍କଟରେ ଓଡିଶା ଅସ୍ମିତା,ବିପଦରେ ଓଡିଆ ଭାଷା : ନରେନ୍ଦ୍ର ମୋଦି
ନୂଆଦିଲ୍ଳୀ:ଓଡିଶାର ଅସ୍ମିତା ଏବେ ସଙ୍କଟରେ ଓ ଓଡିଆ ଭାଷା ବିପଦରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।...
ରାଜନୈତିକ ଫାଇଦା ପାଇଁ ଆମ ନାଁ ନିଅ ନାହିଁ, ଲୋକସଭା ନିର୍ବାଚନ ସମୟରେ ଭାରତୀୟ ନେତାଙ୍କୁ ପାକିସ୍ତାନର ଅପିଲ
ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ସମୟରେ ଅନେକ ନେତାଙ୍କ ଦ୍ୱାରା ବାରମ୍ବାର ପାକିସ୍ତାନ ନାଁ ନେବା ଉପରେ ପାକିସ୍ତାନ ସରକାର କଡା...
ନୋଟାକୁ ସର୍ବାଧିକ ଭୋଟ୍ ମିଳିଲେ ପୁନର୍ବାର ହେଉ ନିର୍ବାଚନ, ସୁପ୍ରିମକୋର୍ଟରେ ପିଟିସନ ଦାୟର
ନୂଆଦିଲ୍ଲୀ: ନିର୍ବାଚନରେ ଇଭିଏମରେ ଭୋଟିଂ ପରେ ପ୍ରତିଟି ଭିଭିପାଟକୁ ମିଳାଇବାର ଯାଚିକା ସୁପ୍ରିମକୋର୍ଟରେ ନାକଚ ହୋଇ ସାରିଛି । ଏହା...
ଏମିତି ଭୁଲ ପୁନର୍ବାର ହେବନି, ଆମେ ସାର୍ବଜନୀନ କ୍ଷମା ମାଗୁଛୁ; ସୁପ୍ରିମକୋର୍ଟଙ୍କ ତାଗିଦ ପରେ ପୁଣି ସରି କହିଲେ ରାମଦେବ
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ପୁଣି ଥରେ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି । ସେ ପତଞ୍ଜଳି ଆୟୁର୍ବେଦ ସଂପର୍କିତ...
ଏତେ କମ ସିଟରେ କେବେ ଲଢିନାହିଁ କଂଗ୍ରେସ, ତଥାପି ୨୦୦୪ର ଫର୍ମୁଲାକୁ ନେଇ କାହିଁକି ଆଶାବାଦୀ ଦଳ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସ ପାଖାପାଖି ୩୩୦ ସିଟରେ ପ୍ରାର୍ଥୀ ଦେବ । ଦେଶର ନିର୍ବାଚନ ଇତିହାସରେ ଏହା...
ବିଜେପିର ସଂକଳ୍ପ ପତ୍ର ଓ କଂଗ୍ରେସର ନ୍ୟାୟ ପତ୍ର, ଜାଣନ୍ତୁ ଉଭୟରେ ପାର୍ଥକ୍ୟ କଣ ?
ନୂଆଦିଲ୍ଲୀ: ରବିବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହାକୁ ଦଳ...
୨୨ ଜଣଙ୍କ ପାଖରେ ରହିଛି ଦେଶର ୭୦ କୋଟି ଜନତାଙ୍କ ସଂପତି, ପିଏମ ମୋଦୀଙ୍କୁ ରାହୁଲଙ୍କ ଆକ୍ଷେପ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନ ତଳେ ମହାରାଷ୍ଟ୍ରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଗୌତମ ଆଦାନୀଙ୍କ...
ରାହୁଲଙ୍କ ହେଲିକପ୍ଟରର ତଲାସି ନେଲେ ନିର୍ବାଚନ ଅଧିକାରୀ, କେରଳ ଗସ୍ତ କରୁଥିଲେ
ଚେନ୍ନାଇ: ସୋମବାର ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ । ତେବେ ନିର୍ବାଚନ ଆୟୋଗର ଅଧିକାରୀ ରାହୁଲଙ୍କ ହେଲିକପ୍ଟରର ଯାଂଚ କରିଛନ୍ତି...
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ, ସିଜେଆଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଲେ ୨୧ ରିଟାୟର୍ଡ ଜଜ
ନୂଆଦିଲ୍ଲୀ: କିଛି ତତ୍ୱ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ୨୧ ଅବସରପ୍ରାପ୍ତ ବିଚାରପତି ଭାରତର ପ୍ରଧାନ...
