National & International News in Odia
ବିଜେପିର ସଂକଳ୍ପ ପତ୍ର ଜାରି, ଜାଣନ୍ତୁ ନିର୍ବାଚନୀ ଇସ୍ତାହାରରେ କ’ଣ କ’ଣ ରହିଛି ଖାସ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଇସ୍ତାହାରକୁ...
ଯୁଦ୍ଧ ମୁହାଣରେ ମଧ୍ୟପୂର୍ବ ଦେଶ, ଇରାନ ଆକାଶ ମାର୍ଗଠୁ ଦୂରେଇ ରହିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଲଗାତାର ବଢିବାରେ ଲାଗିଛି । ଇରାନ ପୂର୍ବରୁ ଆକ୍ରମଣର ଚେତାବନୀ...
ଓଡିଶା ଓ ପଶ୍ଚିମବଙ୍ଗରେ କେମିତି ରହିବ ବିଜେପିର ସ୍ଥିତି, ବଡ ବୟାନ ଦେଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଛି । ଏଥର ନିର୍ବାଚନରେ ପୂର୍ବୋତର ଓ ଦକ୍ଷିଣ ରାଜ୍ୟଗୁଡିକରେ...
ଦେଶରେ ପୁନର୍ବାର ନିର୍ବାଚନ ହେବ ନାହିଁ, ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ୱାମୀ ପରକଲାଙ୍କ ଚାଂଚଲ୍ୟକର ବୟାନ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଯଦି ବିଜେପି ବିଜୟୀ ହୁଏ ତେବେ ଦେଶରେ ଆଉ ପୁନର୍ବାର ନିର୍ବାଚନ ହେବ ନାହିଁ...
ଇଡି ପରେ ପଶ୍ଚିମବଙ୍ଗରେ ଏନଆଇଏ ଟିମ୍ ଉପରେ ଆକ୍ରମଣ, ବିସ୍ଫୋରଣର ଯାଂଚ ପାଇଁ ପହଂଚିଥିଲେ ଅଧିକାରୀ
କୋଲକାତା: ପଶ୍ଚିମବଙ୍ଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ପରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଅଧିକାରୀଙ୍କ ଟିମ ଉପରେ ଆକ୍ରମଣ ହୋଇଛି ।...
କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି- ମହିଳାଙ୍କୁ ବାର୍ଷିକ ୧ ଲକ୍ଷ, ୩୦ ଲକ୍ଷ ଯୁବକଙ୍କୁ ଚାକିରି, ଏମଏସପି ଆଇନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପାର୍ଟି ଅଧ୍ୟକ୍ଷ...
ସରିଲା ଇଡିର ରିମାଣ୍ଡ ଅବଧି, ଜେଲ୍ ଗଲେ କେଜରିୱାଲ
ନୂଆଦିଲ୍ଲୀ: ଜେଲ୍ ଗଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ତାଙ୍କୁ ୧୫ ଦିନ ଜେଲରେ ରହିବାକୁ ପଡିବ...
କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଯାଚିକା ଖାରଜ, କୋର୍ଟ କହିଲେ- ଆମକୁ ରାଜନୀତି କରିବାର ନାହିଁ
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଦାବିକୁ ନେଇ ଦାଖଲ ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ...
ନ୍ୟାୟପାଳିକା ଉପରେ ଚାପ ପକାଉଛି ଏକ ଖାସ୍ ଗ୍ରୁପ, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ
ନୂଆଦିଲ୍ଲୀ: ଦେଶର ପାଖାପାଖି ୬୦୦ ନାମୀ ଓକିଲ ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ଚିଠି ଲେଖିଛନ୍ତି ।...
ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଚାଲିଛି । ନୂଆ ନୂଆ ପ୍ରାର୍ଥୀ ମଧ୍ୟ...
ବିଜେପିରେ ସାମିଲ୍ ହେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେ ସିଂ ଭଦୌରିଆ, ଲଢି ପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ବାୟୁସେନାର ପୂର୍ବତନ ପ୍ରମୁଖ ଏୟାର ଚିଫ ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି...
ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ନେଇ କାହିଁକି ଟ୍ରେଣ୍ଡ ହେଉଛନ୍ତି ସତ୍ୟପାଲ ମଲିକ, କଣ ରହିଛି ଏହା ପଛର ରହସ୍ୟ ?
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପରେ ଅନେକ ନେତାଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କଂଗ୍ରେସ ପକ୍ଷରୁ...
