National & International News in Odia
ନିଆଁ ଲିଭାଇବାକୁ ନୁହେଁ, ମଣିପୁରକୁ ଜଳାଇବାକୁ ଚାହାନ୍ତି ପିଏମ ମୋଦୀ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଥିଲେ। ଏହାର ପରବର୍ତ୍ତୀ ଦିନ...
ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ବିଲ୍, କମିଟିରେ ମିଳିବନି ପ୍ରଧାନ ବିଚାରପତିଙ୍କୁ ଜାଗା
ନୂଆଦିଲ୍ଲୀ: ଦିଲ୍ଲୀ ସର୍ଭିସ୍ ବିଲକୁ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଗୃହୀତ କରାଇବା ପରେ କେନ୍ଦ୍ର ସରକାର...
ଅନାସ୍ଥା ପ୍ରସ୍ତାବ ଉପରେ ଆଜି ୪ଟାରେ ଉତ୍ତର ରଖିବେ ପିଏମ ମୋଦୀ
ନୂଆଦିଲ୍ଲୀ: ବିରୋଧୀଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ସଂସଦରେ ଆଜି ହେଉଛି ତୃତୀୟ...
ବ୍ୟାଙ୍କରୁ ଲୋନ ନେଉଥିବା ଗ୍ରାହକଙ୍କୁ ବଡ଼ ଆଶ୍ଵସ୍ତି, ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଓ ଦରବୃଦ୍ଧି ଚିନ୍ତା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗୁରୁବାର ମୁଦ୍ରା ନୀତି ସମୀକ୍ଷା ଉପରେ...
ଭାରତୀୟ ଛାତ୍ରଙ୍କୁ ବଡ଼ ଉପହାର ଦେଲା ଫ୍ରାନ୍ସ, ୩୦ ହଜାର ବିଦ୍ୟାର୍ଥୀଙ୍କୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତୀୟ ଛାତ୍ରଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ମଣିପୁରରେ ଭାରତମାତାର ହତ୍ୟା କରାଯାଇଛି, ମୋଦୀ ସରକାର ଦେଶଦ୍ରୋହୀ, ସଂସଦରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବିରୋଧରେ ବିରୋଧୀଙ୍କ ଦ୍ଵାରା ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଦ୍ଵିତୀୟ...
ଦଶନ୍ଧି ଧରି ମନେ ରଖାଯିବ; ରାହୁଲଙ୍କୁ ଚିଠି ଲେଖି ଖୁବ୍ ପ୍ରଶଂସା କଲେ କେଜରିଓ୍ଵାଲ
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି।...
ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ, ବିଜେପିକୁ ମିଳିଛି ୬.୪୧ ଘଣ୍ଟା, ଜାଣନ୍ତୁ କେଉଁ ଦଳକୁ କେତେ ସମୟ ମିଳିଛି
ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଆରମ୍ଭ ହୋଇ ଯାଇଛି। ବିତର୍କ ଆରମ୍ଭରୁ ଲୋକସଭାରେ ସରଗରମ ସ୍ଥିତି ଦେଖିବାକୁ...
ଗୃହରେ ଚିତ୍କାର କଲେ ଟିଏମସି ସାଂସଦ ଡେରେକ ଓ ବ୍ରାଏନ, ରାଜ୍ୟସଭାରୁ ହେଲେ ସସପେଣ୍ଡ
ନୂଆଦିଲ୍ଲୀ: ରାଜ୍ୟସଭାରେ ମଣିପୁର ଚର୍ଚ୍ଚାକୁ ନେଇ ହୋ ହାଲ୍ଲା ଓ ହଟ୍ଟଗୋଳ ଜାରି ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ...
ସଦସ୍ୟତା ପାଇବା ପରେ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ, ବଦଳିଲା ଟୁଇଟର ପ୍ରୋଫାଇଲ୍
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋମବାର ଦିନ ୧୨ଟାରେ ସଂସଦ ଭବନରେ ପହଞ୍ଚିଛନ୍ତି। ସେଠାରେ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ନେତା ଅଧୀର...
ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ, ସରକାରୀ ବାସଭବନ ବି ମିଳିବ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ସୋମବାର ଏହି...
ଓଡ଼ିଶା ସମେତ ୨୭ ରାଜ୍ୟର ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପିଏମ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍ଫରରେନ୍ସିଙ୍ଗ୍ ଜରିଆରେ ମହତ୍ଵାକାଂକ୍ଷୀ ପ୍ରକଳ୍ପ ଅମୃତ ଭାରତ ଷ୍ଟେସନ ଯୋଜନା ଆଧାରରେ...
