National & International News in Odia
ଦୁର୍ଘଟଣାରେ ଆସାମର ଲେଡି ସିଂଘମ୍ଙ୍କ ମୃତ୍ୟୁ
ଦିଶପୁର: ଆସାମର ଲେଡି ସିଂଘମ ତଥା ସବ୍-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ପରଲୋକ ହୋଇଛି। ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା...
ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଏକାକୀ ନେବେ ଶପଥ, ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ଶିବକୁମାର
ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି କସରତ ପରେ ସିଦ୍ଧରମୈୟାଙ୍କ ପକ୍ଷରେ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା...
ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା, ମମତାଙ୍କ ପୋଲିସ୍ ଦେବେ Z କାଟାଗୋରୀର ସୁରକ୍ଷା
କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥା ବଢା ଯାଇଛି। ପଶ୍ଚିମବଙ୍ଗ ପୋଲିସ...
ଏଣିକି ସର୍ବସାଧାରଣଙ୍କ ଲାଗି ୬ ଦିନ ଖୋଲା ରହିବ ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ୧ ଜୁନ୍ ରୁ...
କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା ହୋଇପାରେ ନାଁ
ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଆସନ ପାଇଁ କିଏ ଯୋଗ୍ୟ...
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରୀଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କ ଦିଲ୍ଲୀ ସ୍ଥିତ...
ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ
ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସେପଟେ...
ଅମରନାଥ ଯାତ୍ରାକୁ ନେଇ ଆସିଲା ନୂଆ ନିୟମ; ଯାତ୍ରା କରିପାରିବେନି ଏହି ବର୍ଗର ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ଅମରନାଥ ଯାତ୍ରାକୁ ନେଇ ବଡ ଘୋଷଣା। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ହୋଇଛି ନୂଆ ନିୟମ। ନିୟମ ଅନୁଯାୟୀ,...
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଜାରି ରହିଛି ଦ୍ୱନ୍ଦ୍ୱ, ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଁଞ୍ଚିଛନ୍ତି ରାହୁଲ
ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ସନ୍ଧ୍ୟାରେ ହୋଇପାରେ ବଡ଼ ଘୋଷଣା। କର୍ଣ୍ଣାଟକରେ କିଏ ସିଏମ୍ ଆସନ...
ମେ ଶେଷ ସୁଦ୍ଧା ହୋଇପାରେ ନୂଆ ସଂସଦ ଭବନ ଉଦ୍ଘାଟନ; ଚାଲିଛି ଜୋର୍ଦାର ପ୍ରସ୍ତୁତି
ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ନୂଆ ସଂସଦ ଭବନ ଚଳିତ ମାସ ଶେଷ ସୁଦ୍ଧା ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାର ସମ୍ଭାବନା...
ଆଜି ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ଦେବେ ମୋଦୀ
ଭୁବନେଶ୍ବର: ଆଜି ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ ରୋଜଗାର ମେଳା। ଏହା ଜରିଆରେ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ...
ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା; ଖୋଲୁଛି ୱାଙ୍ଖଡେଙ୍କ ଗୁମର, ୧୮କୋଟିରେ ହୋଇଥିଲା ଡିଲ୍
ମୁମ୍ବାଇ: ଆର୍ଯ୍ୟନ୍ ଖାନ୍ ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...
