Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ବଢ଼ିଲା ଏଲପିଜି ସିଲିଣ୍ଡର ଗ୍ୟାସ୍ ରେଟ୍

ଭୁବନେଶ୍ବର: ହୋଲି ପୂର୍ବରୁ ଲୋକଙ୍କୁ ସରକାର ଦେଲେ ଗ୍ୟାସ୍ ଝଟକା । ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କଲେ...

ଆଜି ବିଶ୍ବ ଦହିବରା ଦିବସ: ଆପଣ ଖାଇଲେଣି ନା ନାହିଁ କଟକ ଦହିବାରା

କଟକ: ଆଜି ବିଶ୍ବ ଦହିବାରା ଦିବସ । ଆଉ ଏହି ଦହିବରା ଆମକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ।...

ନବ ଦାସ ହତ୍ୟା ମାମଲା: ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣା । ନବଙ୍କ ଝିଅ ଦୀପାଳି ଏବଂ ପୁଅ ବିଶାଲଙ୍କୁ...

ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମାର୍ଚ୍ଚ ୮ରେ ଆସିବ

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମାର୍ଚ୍ଚ ୮ରେ ଆସିବ। ଏଥର ଟଙ୍କା ବ୍ରହ୍ମପୁରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଦିଆଯିବ...

ଆଜିଠାରୁ ପୁରୀରେ ସ୍ବାସ୍ଥ୍ୟ ମନ୍ତଣାଳୟର ଜାତୀୟ ସମ୍ମିଳନୀ

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେବ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ସମ୍ମିଳନୀ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ କେନ୍ଦ୍ର...

ଅପରାଜିତାଙ୍କୁ ମନାଇବାକୁ ଉତ୍ତମଙ୍କୁ ଲାଗିଥିଲା ୫ ବର୍ଷ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଏଭରଗ୍ରୀନ୍ ଯୋଡି ଉତ୍ତମ ଏବଂ ଅପରାଜିତା । ରିଲ୍ ଦୁନିଆରେ ଏହି ଯୋଡି ଯେତିକି...

ଉତ୍ତମ ମହାନ୍ତି: କିଛି ଜଣା, କିଛି ଅଜଣା କଥା

ଭୁବନେଶ୍ବର: ଓଲିଉଡର ଏଭରଗ୍ରୀନ ଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି । ୬୭ ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ...

ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ: ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ। ଦରଘାବଜାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର...

ପରଲୋକରେ ଉତ୍ତମ ମହାନ୍ତି:ଶୋକ ଜଣାଇ ବାବୁସାନ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର:ଓଡ଼ିଆ ଚଳଚିତ୍ର ଜଗତର ଧ୍ରୁବ ତାରା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଆଉ ନାହାଁନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ...

ଆଜିର ରାଶିଫଳ…

ମେଷ: ଆଜି ବହୁତ ଦିନ ଧରି ପଡ଼ି ରହିଥିବା କିଛି କାମ ସମ୍ପୂର୍ଣ୍ଣ ହୋଇପାରେ। ସାମାଜିକ କାର୍ଯ୍ୟକଳାପରେ ମଧ୍ୟ ବ୍ୟସ୍ତତା...

ପରଲୋକରେ ଉତ୍ତମ ମହାନ୍ତି #UttamMohanty

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । କିଛି ଦିନ...

କିଟ୍ କେଳାଙ୍କାରୀ: ଉଚ୍ଚସ୍ତରୀୟ କିମିଟି ଆଗରେ ହାଜର ହେଲେ ୬ ଅଧିକାରୀ #KIITUNIVERSITY

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଉଚ୍ଚସ୍ତରୀୟ କମିଟି...