Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ସମ୍ବଲପୁରରେ ମୋ ବସ୍ ସେବା ବନ୍ଦ

ସମ୍ବଲପୁର: ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ସମ୍ବଲପୁରରେ ବନ୍ଦ ରହିଛି ମୋ ବସ୍ ସେବା । ଦରମା କାଟ...

ନଭେମ୍ବର ପହିଲାରେ ରାଜରାସ୍ତାକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କମର୍ଚାରୀ

ଭୁବନେଶ୍ବର: ନଭେମ୍ବର ଏକ ତାରିଖରେ ଠପ୍ ହୋଇଯିବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ ଶହ ଆମ୍ବୁଲାନ୍ସ...

ଥାନା ରିସେପସନ୍ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡଇ କ୍ୟାମେରା

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ । ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର...

ଦାଦାବଟି ମାଗିବା ଓ ସୋସିଆଲ ମିଡିଆରେ ଧମକ ଦେବା ଅଭିଯୋଗରେ ଦୁଇ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଯାଜପୁର: ଦୁଇ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଦାଦାବଟି ମାଗିବା ଓ ସୋସିଆଲ ମିଡ଼ିଆରେ ଧମକ ଚମକ...

ଖାଇବା ଖୋଜି ଖୋଜି ଆସି କୂଅରେ ପଡ଼ିଲେ ୨୮ ବାରହା

କେନ୍ଦୁଝର: ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲେ ପ୍ରାୟ ୨୮ ବାରହା । ଗତରାତିରେ ବାରହାମାନେ କୂଅରେ ପଡ଼ିଥିବା...

ଆଜି ବି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମଧ୍ୟ ବାତ୍ୟାଞ୍ଚଳ ବୁଲି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଆକାଶମାର୍ଗରୁ ବାଲେଶ୍ୱର ଓ...

ରୋଗୀଙ୍କ ସମ୍ପର୍କୀୟଙ୍କୁ ପାଇଥିବା ଟଙ୍କା ଫେରାଇ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ହେଲପର୍

କେନ୍ଦ୍ରାପଡ଼ା: ବାତ୍ୟା ସମୟରେ ରୋଗୀଙ୍କୁ ନେଇ ଯାଇଥିବା ଜଣେ ଆମ୍ବୁଲାନ୍ସ ହେଲପର୍ ପାଇଥିବା ଟଙ୍କା ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ମାନବିକତାର...

ରାଜନଗର ଯାଇ ବାତ୍ୟା ବିପନ୍ନଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାର ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବିଶେଷ କରି...

ବାତ୍ୟା ‘ଦାନା’ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସ୍କୁଲର ରିପୋର୍ଟ ଆଜି ସୁଦ୍ଧା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ‘ଦାନା’ ଯୋଗୁଁ ବହୁ ସ୍କୁଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା...

ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍ ଇଞ୍ଜିନରେ ଲାଗିଲା ନିଆଁ

ବାଲେଶ୍ବର: ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲା ବସ୍ । ହଠାତ ଲାଗିଲା ନିଆଁ । ଘଟଣା ଘଟିଛି ବାଲେଶ୍ବର ବସଷ୍ଟାଣ୍ଡରେ ।...

ବାତ୍ୟା ପରେ ବନ୍ୟା ସ୍ଥିତି, ୧୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ବାଲେଶ୍ବର: ବାତ୍ୟା ‘ଦାନା’ ଯାଇଛି । ବାତ୍ୟାର ପ୍ରଭାବ ଏତେ ପଡ଼ି ନଥିଲେ ବି ପ୍ରବଳ ବର୍ଷା ହୋଇଛି ।...

ଲଜିଷ୍ଟିକ ଗାଡ଼ିରୁ ୨୦ କେଜି ସୁନା ଜବତ

ବାରିପଦା: ଜିଏସ୍‌ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍‌ ଗାଡ଼ିକୁ ୨୦...