Odisha News
ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ଢେଙ୍କାନାଳ: ପରିବାର ସହ ଶ୍ବଶୁର ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ବାଟରେ ଚାଲିଗଲା ଯୁବକଙ୍କ ଜୀବନ ।...
ମଇଁଷି ଗାଧୋଇ ଦେଉଥିବା ବେଳେ ଗଙ୍ଗୁଆ ନାଳରେ ବୁଡ଼ି ଯୁବକ ମୃତ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଥିବା ଗଙ୍ଗୁଆ ନାଳରେ ବୁଡ଼ିଗଲେ ଯୁବକ । ଭୁବନେଶ୍ୱର ଚକେଇସିଆଣି ନିକଟ ଗଙ୍ଗୁଆ କେନାଲରେ ଗତକାଲି...
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ସାଙ୍ଗ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗେଟାମୁଣ୍ଡା ବ୍ରିଜ୍ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି...
ହାଟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ପରିବା ବଜାର
ପୁରୀ: ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନିପରିବା...
ବଜାର ଯାଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ
ସୋନପୁର: ବଜାର ଯାଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି...
ନିଶା ଦେଇ ଟଙ୍କା ଲୁଟି ନେଲେ ଅଟୋ ଡ୍ରାଇଭର, ଦୁଇଦିନ ପରେ ଅଚେତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର
ଢେଙ୍କାନାଳ: ଜଣେ ଲୋକ କୁଆଡେ ଯାଉଥିଲେ ଯଦି କୌଣସି ଗାଡ଼ି ଭଡ଼ା କରନ୍ତି ସେ ଗାଡି ଚାଳକଙ୍କ ଉପରେ ଭରଷା...
ରାଜଧାନୀ ଭୁବନେଶ୍ବରରେ ଭୂଚଳନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଭୂଚଳନ । ଭୋରୁ ଭୋରୁ ଥରିଲା ରାଜଧାନୀ । ଲୋକେ ଭୋରୁ ଉଠି ନିତ୍ୟକ୍ରମ କରୁଥିବା...
ରାସ୍ତାରେ ଛିଡ଼ା ହୋଇଥିବା ଯୁବକଙ୍କ ମୁଣ୍ଡକୁ ଗୁଳି ମାରିଲେ ଦୁର୍ବୃତ୍ତ
ଭଦ୍ରକ: ଧାମରା ଥାନା ଅନ୍ତର୍ଗତ କୋଇଥଖୋଲା କିଶୋର ପ୍ରସାଦ ଛକରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳି ମାରି...
ଜଗା ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣାରେ ହବିଷ୍ୟାଳିଙ୍କ ମୃତ୍ୟୁ
ପୁରୀ: ଜଗା ଦର୍ଶନ ନୋହିଲା । ବାଟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ । ଅଟୋକୁ ଏକ ଟ୍ରକ୍ ପଛପଟୁ ଧକ୍କା...
ଗଛରେ ବାନ୍ଧି ଯୁବକଙ୍କୁ ନିର୍ଧୁମ ମାଡ଼, ଭାଇରାଲ ହେଉଛି ଭିଡିଓ
ନୟାଗଡ଼: ହାତ ବନ୍ଧା ହୋଇଛି ଓ ଗଛରେ ବନ୍ଧା ହୋଇଛନ୍ତି ଯୁବକ । ଆଉ ଚାଲିଛି ନିର୍ଧୁମ ମାଡ଼ ।...
ଆମ୍ବୁଲାନ୍ସ ସହ ଧକ୍କା ହେବା ପରେ ଓଲଟିଲା ମଦ ବୋଝେଇ ଟ୍ରକ
ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣାଠାରେ ଏକ ଆମ୍ବୁଲାନ୍ସ ସହ ଧକ୍କା ହେବା ପରେ ଓଲଟିଲା ମଦ ବୋଝେଇ...
ବ୍ରହ୍ମପୁର ମେୟରଙ୍କୁ ଧମକପୂର୍ଣ୍ଣ କଲ୍
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଅଭିଯୋଗ । ବିଏମସିର ପୂର୍ବତନ ନିର୍ବାହୀ...
