Odisha News
୩ ନୂଆ ଏସପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, ବ୍ରିଜେଶ କୁମାର ରାୟ ରାଉରକେଲା ଏସପି
ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ୮ ପ୍ରଶାସନିକ ଅଧିକାରୀଙ୍କୁ ବଦଳି...
ପିଆଜ ଚାଷି ଙ୍କୁ ମିଳୁନାହିଁ ଉପଯୁକ୍ତ ମୂଲ୍ୟ, ଦଲାଲ ଙ୍କ ହାତରେ ଟେକି ଦେଉଛି ଝାଲବୁହା ପରିଶ୍ରମ ର ମୂଳ।
କୋକସରା୦୫/୦୪ କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ଚାଷୀମାନେ ଖରିଫ ଧାନ ଚାଷ ଅମଳ ପରେ ପିଆଜ ଚାଷ...
ସୋ କଜ୍ ନୋଟିସର ଉତର ଦେଲେ ସୁର, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର: ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁରଙ୍କ ଅଡୁଆ...
ବିଜେଡି ଗତ ତିନି ନିର୍ବାଚନରେ ସେଞ୍ଚୁରି ପିଟିଛି, ଏଥର ୧୦୦ ପାର କରି ପାରିବ ତ !
ଭୁବନେଶ୍ୱର: ଲଗାତାର ୫ଟି ନିର୍ବାଚନ ଜିତି ଓଡିଶାରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ରହିଛି ବିଜେଡି । କଣ...
ବିଜେଡି ଛାଡିଲେ ରାମଚନ୍ଦ୍ର ପଣ୍ଡା, ପୂର୍ବରୁ ଥିଲେ ଉପ ବାଚସ୍ପତି
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ପର୍ବ ସେତେ ଜାରି ରହିଛି । ଏହି କ୍ରମରେ ଗୁରୁବାର ବିଜେଡିରୁ...
ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହୋଇଗଲେ ରୋଗୀ
କଳାହାଣ୍ଡି,୦୩/୦୪-ଫେଲ ମାରିଛି ନେତାଙ୍କ ପ୍ରତିଶ୍ରୁତି।ଫେଲ ମାରିଛି ତମାମ ସରକାରୀ ଯୋଜନା। ଆଜି ଯାଏଁ ଅନେକ ଗାଁକୁ ପହଞ୍ଚି ପାରିନି ମୌଳିକ...
ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
ବିଧାନସଭା ପ୍ରାର୍ଥୀ ତାଲିକା ସୁନ୍ଦରଗଡ- ଯୋଗେଶ ସିଂହ ରାଜଗାଙ୍ଗପୁର- ଅନିଲ ବରୁଆଁ ବଣାଇ- ଭୀମସେନ ଚୌଧୁରୀ ଯଶିପୁର- ଚକ୍ରଧର ହେମ୍ବ୍ରମ...
ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ
କଳାହାଣ୍ଡି,୦୩/୦୪-ଦକ୍ଷିଣ ପୂର୍ବ ରେଳପଥ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ମଧ୍ୟରେ ଗୋବର୍ଦ୍ଧନପୁର ଓଭରବ୍ରିଜଠାରେ ଟ୍ରେନରୁ ଖସି...
ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁର ଲୋକସଭାରୁ ଲଢି ପାରନ୍ତି ନିର୍ବାଚନ
ଭୁବନେଶ୍ୱର: କିଛି ସମୟ ପୂର୍ବରୁ ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ର ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନ ଆସି ବିଜେଡିରେ...
ବ୍ରହ୍ମପୁରରେ ପ୍ରଦୀପ ବନାମ ଭୃଗୁ ଫାଇଟ୍ !
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଗଞ୍ଜାମ ରାଜନୀତିରେ ନୂତନ ମୋଡ ଆସିଛି । ବ୍ରହ୍ମପୁର ଲୋକସଭା ସିଟରୁ ଟିକେଟ୍ ନ ମିଳିବାରୁ...
ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ମିଶ୍ରଣ ପର୍ବରେ ପ୍ରତିଦ୍ୱନ୍ଦ୍ୱୀ ବିଧାୟକ ବି ଉପସ୍ଥିତ
ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ...
ମୁଖ୍ୟମନ୍ତ୍ରୀଙ୍କୁ ଭାଷା ତୀର ମାରିଲେ ସିଦ୍ଧାନ୍ତ, କହିଲେ- କିଏ ବିଶ୍ୱାସ ଘାତକତା କରୁଛି ଜନତା ଜାଣନ୍ତି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ କଡା ସମାଲୋଚନା । ବିଜେପି ନେତା ତଥା ଦିଗପହଣ୍ଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର...
