Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ରାଜ୍ୟରେ ଆଉ ୨୨ ନୂଆ ଏନଏସି ଗଠନ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା । ରାଜ୍ୟରେ ଗଠନ ହେଲା ଆଉ ୨୨ଟି...

ପୁଣି ୨୨ ଏନଏସି ଘୋଷଣା:ସମ୍ବଲପୁର ଜିଲ୍ଲାରୁ ଯୋଡିହେଲା-ରେଙ୍ଗାଲୀ ଓ ବାମରା

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ...

ଦୁର୍ଘଟଣା ରେ ବର୍ତ୍ତୀ ଗଲେ ଲକ୍ଷ୍ମୀପୁର ଆଇଆଇସି…ସିଙ୍ଗାରାମ ନିକଟରେ ଓଲଟି ପଡିଲା ପୋଲିସ ବୋଲେରୋ…ଟିକିରି ଠାରୁ ଲକ୍ଷ୍ମୀପୁର ରାସ୍ତା ଅବସ୍ଥା ହୋଇଛି ଶୋଚନୀୟ…

ଲକ୍ଷ୍ମୀପୁର :୧୪/୦୩ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଇଆଇସି ଙ୍କ ବୋଲେରୋ ଗାଡି ଟି ସିଙ୍ଗାରାମ ନିକଟରେ ଦୁର୍ଘଟଣା ହୋଇ...

ନିିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ବଡ ଘୋଷଣା, ସରପଂଚ ମାସକୁ ପାଇବେ ୧୦ ହଜାର

ନିର୍ବାଚନ ପୂର୍ବରୁ ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ରାଜ୍ୟ ସରକାର । ପଂଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତା ବୃଦ୍ଧି କରାଯାଇଛି...

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା, ଓସେପାର ମେରିଟ୍ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟରୁ ଲାଗିଲା ଶକ୍ତ ଝଟକା । ଓସେପାର ମେରିଟ୍ ଲିଷ୍ଟକୁ...

ମେଂଟ ଚର୍ଚ୍ଚାକୁ ଖୋରାକ ଯୋଗାଇଲା ରାଜଦୀପଙ୍କ ପୋଷ୍ଟ, ସିଟ୍ ସେୟାରିଂ ଫର୍ମୁଲା ମଧ୍ୟ ସେୟାର କଲେ

ଭୁୁବନେଶ୍ୱର: ସିଟ୍ ଭାଗବଂଟା ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଘୋଷଣା...

ଓଡିଶାକୁ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଭିସିରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁୁବନେଶ୍ୱର: ଓଡିଶାକୁ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି...

ଲୋକସଭା ପାଇଁ ଛିଣ୍ଡି ସାରିଛି ଅଙ୍କ, ବିଧାନସଭାର ୨ଟି ଫର୍ମୁଲା ନେଇ ଚର୍ଚ୍ଚା ଜୋର

ଭୁୁବନେଶ୍ୱର: ସିଟ୍ ଭାଗବଂଟା ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଘୋଷଣା...

ବଢିଲା ମିଶନ ଶକ୍ତି କର୍ମକର୍ତାଙ୍କ ଦେୟ, ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର: ଗତ ମାସ ହେବ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ବେତନ ବୃଦ୍ଧି କରି ଚାଲିଛନ୍ତି...

ଆଜି ସନ୍ଧ୍ୟାରେ ବସୁଛି ବିଜେପିର ସିଇସି ବୈଠକ, ମେଂଟ ନେଇ ମିଳିପାରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ କି ନାହିଁ ଆଜି ସନ୍ଧ୍ୟାରେ ସ୍ପଷ୍ଟ ଚିତ୍ର ଆସିବାର ସମ୍ଭାବନା...

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାର ଖଣ୍ଡନ କଲା ନବୀନ ଓ ପାଣ୍ଡିଆନଙ୍କ ଭିଡିଓ ବାର୍ତ୍ତାଳାପ

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାର ଖଣ୍ଡନ କଲା ନବୀନ ଓ ପାଣ୍ଡିଆନଙ୍କ ଭିଡିଓ ବାର୍ତ୍ତାଳାପ । ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ମତରେ...

ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ଦମ୍ ଅଛି ତ ମେଂଟ ହେବନି ଏବଂ ଏକା ଲଢିବୁ ବୋଲି କୁହ

ଭୁୁବନେଶ୍ୱର: ମେଂଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ରାଜ୍ୟ ବିଜେପି ନେତା...