Odisha News
ଆଜି ପ୍ରବଳ ବର୍ଷିବ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା। ଏହା ଭିତରେ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆହୁରି...
ବିନା ବୀମା, ପର୍ମିଟରେ ଚାଲିଥିଲା ୨୫ବର୍ଷ ପୁରୁଣା ବସ୍; ଦୁର୍ଘଟଣା ପାଇଁ ବସ୍ ମାଲିକ ଦାୟୀ
ଗଞ୍ଜାମ: ଗଞ୍ଜାମର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ବିଳମ୍ବିତ...
ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଭିତର ଦୃଶ୍ୟ
ପୁରୀ: ପୁଣି ଶ୍ରୀମନ୍ଦିରର ସୁରକ୍ଷାକ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର...
ଉପରମୁଣ୍ଡରେ ପ୍ରବଳ ବର୍ଷା; ଗତକାଲିଠୁ ଆଜି ଗୋଟେ ଫୁଟ ବଢିଲା ହୀରାକୁଦ ଜଳସ୍ତର
ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ମୌସୁମୀ ବର୍ଷା ଯୋଗୁ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଏହାର...
ଦିଗପହଣ୍ଡିରେ ଶୋକର ଛାୟା; ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ
ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଘଟିଥିଲା ମର୍ମନ୍ତୁଦ ସଡକ...
କିଛି ସମୟ ପୂର୍ବରୁ ଫିଟାଇଥିଲେ ହାତଗଣ୍ଠି, ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ
ଦିଗପହଣ୍ଡି: ବେଶ ଆନନ୍ଦ ଏବଂ ଜାକଜମକର ସହ ଭୋଜିଭାତ ହେଲା ବାହାଘର ସରିଲା। ହସଖୁସିରେ କନ୍ୟାଯାତ୍ରୀ ଘରକୁ ଫେରୁଥିଲେ। ହେଲେ...
ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍ ଦୁର୍ଘଟଣା ୧୨ ମୃତ
ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍ ଦୁର୍ଘଟଣା । ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁରୁ ବ୍ରହ୍ମପୁର ହାତୀବନ୍ଧ ସାହିକୁ ଝିଅର...
୨୦୦୮ ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା
ଭୁବନେଶ୍ବର: ଏଣିକି ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା। ଉଚ୍ଚଶିକ୍ଷା ବିଭାଗ ପରିସରରେ ଥିବା ବେସରକାରୀ କଲେଜକୁ ସରକାରୀ ମାନ୍ୟତା...
ଦିଗପହଣ୍ଡି ସଡକ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି।...
ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଉଛନ୍ତି ନନ୍ଦିଘୋଷ ରଥ
ପୁରୀ: ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ତିିନିଠାକୁର। ଗତକାଲି ତିିନି ରଥ ମଧ୍ୟରୁ ମା’ ସୁଭଦ୍ରାଙ୍କ...
ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା । ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।...
ଗୋପାଳପୁର ନିର୍ବାଚମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ।
ଗୋପାଳପୁର,୨୫/୦୬, ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟାଳୟ ବନ୍ଦେ ମାତରଂ ଭବନ ଠାରେ ଗୋପାଳପୁର ନିର୍ବାଚନମଣ୍ଡଳୀ ର ବିଜେପି ସଂଯୁକ୍ତ ମୋର୍ଚ୍ଚା...
