Odisha News
ଏକାମ୍ର ପାର୍କରେ ପ୍ରେମୀଯୁଗଳଙ୍କୁ ହଟହଟା, ବାଇକରୁ ତେଲ ଚୋରି; ଠେଲି ଠେଲି ଫେରିଲେ ପ୍ରେମିକ
ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର ପାର୍କ ନିକଟରେ ଏକ ଅଭିନବ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାର୍କକୁ ବୁଲିବାକୁ ଆସିଥିବା...
ମୟୁରଭଞ୍ଜରେ ଚାଞ୍ଚଲ୍ୟ!୪ ବର୍ଷର ପୁଅକୁ ହତ୍ୟାକଲା ବାପା
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା...
ବଳଗଣ୍ଡିରେ ନନ୍ଦିଘୋଷ, ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ; ରଥଯାତ୍ରାରେ ଭକ୍ତିର ମହାସମାଗମ
ପୁରୀ : ପୁରୀ ବଡ଼ଦାଣ୍ଡରେ ଆଜି ଆଧ୍ୟାତ୍ମିକତା ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ...
ଭୁବନେଶ୍ୱର ଶ୍ରୀଲେଦର୍ସ ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ଭୁବନେଶ୍ୱର: ରାଜଧାନୀର ଅଶୋକନଗରସ୍ଥିତ ଶ୍ରୀଲେଦର୍ସ ସୋ’ରୁମ୍ରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୫ଟା ବେଳେ ସୋ’ରୁମ୍ରୁ...
ରାସ୍ତା ଉପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପୂର୍ବ ଶତ୍ରୁତା ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଯୋଡ଼ା ପୌରାଞ୍ଚଳର ୯ ନମ୍ବର...
ଦୁଇ ଜିଲ୍ଲା କୋର୍ଟକୁ ବୋମା ଧମକ, ଇ-ମେଲ୍ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ...
ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ...
ପୁଣି ଆରମ୍ଭ ହେଲା ରଥଟଣା, ଗଡ଼ିଲା ବଳଭଦ୍ରଙ୍କ ରଥ
ପୁରୀ: ପୁରୀରେ ରଥଯାତ୍ରାର ଦ୍ୱିତୀୟ ଦିନରେ ପୁଣିଥରେ ରଥଟଣା ଆରମ୍ଭ ହୋଇଛି। ସକାଳେ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ...
ପ୍ରକାଶ ପାଇଲା NEET-UG ୨୦୨୬ ପରୀକ୍ଷା ଫଳାଫଳ: ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପ୍ପର
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ...
ରାଜ୍ୟରେ ଲାଗିରହିବ ବର୍ଷା; ୨୩ରେ ପୁଣି ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)...
ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ
ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ପହଣ୍ଡି ବିଜେ ନୀତି ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ମା’...
ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ, ପହଣ୍ଡିରେ ଝୁଲି ଝୁଲି ରଥକୁ ବିଜେ କଲେ କାଳିଆ ଠାକୁର
ପୁରୀ: ରଥଯାତ୍ରାର ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଭକ୍ତଙ୍କ ଅପାର ସମାଗମରେ ଜନସମୁଦ୍ରରେ ପରିଣତ ହୋଇଛି। ବର୍ଷାକୁ ଖାତିର...
