Odisha Politics News
ମେ ୨୪ରେ ପୁଞ୍ଚ ଗସ୍ତ କରିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅର୍ଥାତ୍ ମେ ୨୪ରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଅଞ୍ଚଳ ଗସ୍ତ...
ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ବ୍ୟକ୍ତିଗତ ଭାବରେ...
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ କମିଶନର
ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ହୋଇଥିବା...
ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ
ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ...
ମହଙ୍ଗା ପଡ଼ିଲା ପାକ ପ୍ରେମ, ତୁର୍କୀର ୨୦୦ ନିୟୁତ ଡଲାର କ୍ଷତି
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ତୁର୍କୀର ପ୍ରେମ ଏହାର ବ୍ୟବସାୟକୁ ମହଙ୍ଗା ପଡ଼ିଛି। ଗୋଟିଏ ପଟେ ବୟକଟ୍ ତୁର୍କୀ ଅଭିଯାନ ଅଧୀନରେ...
ଆଜି ସଂସଦୀୟ କମିଟିକୁ ବ୍ରିଫିଙ୍ଗ ଦେବେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସମ୍ପ୍ରତିକ ସାମରିକ ଯୁଦ୍ଧ ସମ୍ପର୍କରେ ସୋମବାର ଦିନ ଏକ ସଂସଦୀୟ କମିଟିକୁ...
ଆଜି ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ; ବନ୍ଦ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ…
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି...
ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର
ୱାଶିଂଟନ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର ରୋଗ ହୋଇଛି। ଜୋ ବିଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ରୋଗର ଏକ...
ତୁର୍କୀ ସହ ସମ୍ପର୍କ କାଟୁଛନ୍ତି ଭାରତୀୟ ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତରେ ତୁର୍କୀ ବିରୋଧରେ ପ୍ରତିବାଦ କରାଯାଉଛି। ଏଥିପାଇଁ ଭାରତରେ ତୁର୍କୀ ମାର୍ବଲ ଏବଂ...
ଭାରତ ଓ ପାକିସ୍ତାନର ଅସ୍ତ୍ର ବିରତି ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ...
ଟ୍ରମ୍ପଙ୍କ ବିରୋଧରେ ଟ୍ୱିଟ କରି ଫସିଲେ କଙ୍ଗନା ରାଣାୱତ, ଆଲୋଚନା ପରେ ପୋଷ୍ଟ ଡିଲିଟ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଣ୍ଡି ବିଜେପି ସାଂସଦ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ। କାରଣ ସେ ଆମେରିକା...
ପାକିସ୍ତାନ ପରମାଣୁ କେନ୍ଦ୍ରରୁ କୌଣସି ବିକିରଣ ହୋଇନାହିଁ, ସ୍ପଷ୍ଟ କଲା IAEA
ଇସଲାମାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସାମରିକ ମୁକାବିଲା ଅସ୍ତ୍ରବିରତି ସହିତ ଶେଷ ହୋଇଛି।...
