Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Politics News

Gen Zଙ୍କ ଅସନ୍ତୋଷ ଓ ନିର୍ବାଚନୀ ଗଣିତ ଆଗରେ ନଇଁଲା BJP! ଧର୍ମେନ୍ଦ୍ରଙ୍କ ଇସ୍ତଫା ପଛରେ କଣ ଥିଲା କାରଣ?

NEET ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ...

ଧର୍ମେନ୍ଦ୍ର ପ୍ରଧାନ: ବିଜେପି ଶାସନରେ ସବୁଠାରୁ ଦୀର୍ଘ ସମୟ ୧,୮୪୪ ଦିନ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରେକର୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅବସାନ ଘଟିଛି। ୭ ଜୁଲାଇ...

ଇସ୍ତଫା ପତ୍ରରେ କ’ଣ ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ? ଯୁବବର୍ଗଙ୍କୁ କହିଲେ ‘ମୋ ଯୁବ ବନ୍ଧୁ’, ମୋଦୀଙ୍କୁ ଜଣାଇଲେ କୃତଜ୍ଞତା

NEET-UG ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର ନୁହେଁ ବରଂ ଅନ୍ୟ ମନ୍ତ୍ରଣାଳୟକୁ ହୋଇପାରେ ବଦଳି! ଏହା ପରୀକ୍ଷାର୍ଥୀଙ୍କ ପାଇଁ ଗ୍ରହଣୀୟ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରରୁ ବହିଷ୍କାର କରିବା ପରିବର୍ତ୍ତେ ଅନ୍ୟ ଏକ ମନ୍ତ୍ରଣାଳୟକୁ ବଦଳି କରିବା ନେଇ...

ଯୁବ ଆନ୍ଦୋଳନ ପ୍ରତି ସରକାରଙ୍କ ଆଭିମୁଖ୍ୟ ନରମ କରିବାରେ RSSର ଭୂମିକା ? ହଠାତ୍ ରାତି ୧୨ଟାରେ କାହିଁକି ଦେଶକୁ ସମ୍ବୋଧନ କଲେ ମୋଦୀ?

NEET ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶବ୍ୟାପୀ ଯୁବ ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୧୯୯୭ର ପ୍ରଶ୍ନପତ୍ର ଲିକ୍ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା, ୨୦୨୬ରେ ସେହି ପ୍ରସଙ୍ଗରେ ତାଙ୍କୁ ଘେରିଲେ ଛାତ୍ର

୧୯୯୭ରେ ଓଡ଼ିଶାରେ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇ ପୁଲିସ ଲାଠିଚାର୍ଜରେ ଆହତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ, ପ୍ରାୟ...

କଳା ପୋଷାକ ପିନ୍ଧି ସଂସଦରେ ବିରୋଧୀଙ୍କ ପ୍ରତିବାଦ; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋରଦାର

ମୌସୁମୀ ଅଧିବେଶନର ତୃତୀୟ ଦିନ ବୁଧବାର ବିରୋଧୀ ଦଳର ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ପ୍ରତିବାଦ କରିଛନ୍ତି।...

ପେପର ଲିକ୍ ପ୍ରସଙ୍ଗରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ ରାହୁଲ ଗାନ୍ଧୀ; ବିରୋଧୀ ନେତାଙ୍କୁ ଅଟକ ରଖି ଛାଡ଼ି ଦିଆଯାଇଥିଲା

NEET ପେପର ଲିକ୍ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଗତକାଲି କଂଗ୍ରେସ...

NEET ପ୍ରସଙ୍ଗରେ ସଂସଦରେ ଆଲୋଚନାକୁ ସରକାର ପ୍ରସ୍ତୁତ: କିରେନ ରିଜିଜୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ିଲା ବିରୋଧୀ

NEET ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶବ୍ୟାପୀ ବିବାଦ ଓ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ସଂସଦରେ ଏହି ପ୍ରସଙ୍ଗରେ...

NEET ପ୍ରସଙ୍ଗରେ INDIA ମେଣ୍ଟର ଶକ୍ତି ପ୍ରଦର୍ଶନ; ଅଲଗା ମାର୍ଚ୍ଚ, କିନ୍ତୁ ସରକାର ବିରୋଧରେ ଏକ ସ୍ୱର

NEET ପେପର ଲିକ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ INDIA ମେଣ୍ଟର...

ମୋଦୀଙ୍କୁ ଭେଟିଲେ ଶରଦ ପାୱାର ଓ ସୁପ୍ରିୟା ସୁଳେ; NDAକୁ NCP(SP) ସମର୍ଥନ ନେଇ ଜୋରଦାର ଚର୍ଚ୍ଚା

ସଂସଦରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ ଚାଲିଥିବା ବେଳେ ଏକ ରାଜନୈତିକ ଘଟଣା ଦେଶର ରାଜନୀତିରେ...

NEET ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଫେସବୁକ୍ ପୋଷ୍ଟରେ ୫୮ ହଜାର ରିଆକ୍ସନ୍ ମଧ୍ୟରୁ ୩୬ ହଜାରରୁ ଅଧିକ ‘😂’ (ହସ) ରିଆକ୍ସନ୍’

NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦୀର୍ଘ ଫେସବୁକ୍...