Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sports News in Odia

IPL 2025; ରିସିଡ୍ୟୁଲ୍ ହୋଇପାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମ୍ୟାଚ୍

ନୂଆଦିଲ୍ଲୀ: IPL 2025 ଆରମ୍ଭ ହେବାକୁ ଆଉ ମାତ୍ର ତିନି ଦିନ ବାକି ଅଛି। ଏହି ଟି-୨୦ ଲିଗର ପ୍ରଥମ...

IPL 2025; ବଦଳିଲା ଖେଳାଳିଙ୍କ ରିପ୍ଲେସମେଣ୍ଟ ନିୟମ…

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମହଙ୍ଗା କ୍ରିକେଟ ଲିଗର ୧୮ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଆଇପିଏଲ ୨୦୨୫ ଉଦଘାଟନୀ...

ଅବସର ନେଇ ଏଭଳି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନିକଟରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ...

ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ଅକ୍ଷର ପଟେଲ

ଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ସବୁ ଦଳ ନିଜ ଅଧିନାୟକଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ...

ଆଇପିଏଲରୁ ୨ ବର୍ଷ ପାଇଁ ବ୍ୟାନ ହେଲେ ହ୍ୟାରି ବ୍ରୁକ୍

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍ ହ୍ୟାରି ବ୍ରୁକ୍ ଆଇପିଏଲର ଆଗାମୀ ସିଜିନରୁ ନିଜ ନାମ ପ୍ରତ୍ୟାହାର କରିବାରୁ ତାଙ୍କୁ ଦୁଇ...

ରିଷଭ ପନ୍ତଙ୍କ ଭଉଣୀ ବାହାଘରରେ ନାଚିଲେ ଧୋନି ଓ ରୈନା

ମସୁରୀ: ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କ ବିବାହ ବୁଧବାର ଅନୁଷ୍ଠିତ ହେଉଛି। ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳି ଫେରିଥିବା...

ଚଳିତ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍ ଖେଳିବେନି କେଏଲ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ।...

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ତୃତୀୟ ଥର ପାଇଁ ଟାଇଟଲ ଜିତିଛି।ଦୁବାଇ...

ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ତୃତୀୟ ଥର ପାଇଁ ଟାଇଟଲ ଜିତିଛି।...

ତିହାର ଜେଲରୁ ବାହାରିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଛନ୍ତି। ସେ ପ୍ରାୟ...

୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ: ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇ ଭାରତର ଫାଇନାଲ ଏଣ୍ଟି

ଦୁବାଇ: ୨୦୨୩ ବିଶ୍ବକପ୍ । ଭାରତ- ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ । ସାରା ବିଶ୍ବରେ ଥିବା ଭାରତୀୟ କ୍ରିକେଟରଙ୍କ ପ୍ରଶଂସକ...

ଆଜି ୨ୟ ସେମି ଫାଇନାଲ; ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ସାଉଥ ଆଫ୍ରିକା

ଲାହୋର: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ସେମିଫାଇନାଲ ଆଜି ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି...