Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୟାନ୍ସର ପୀଡିତ ଯୁବକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ପଂଚାୟତସ୍ତ ପରିପଦା ଗ୍ରାମର ପଦମାଲୋଚନ ବାରିକଙ୍କ ପୁଅ ସଂଜୟ(34 ବର୍ଷ) ଚଳିତ ମାସ 14 ତାରିଖରେ ମୃତ୍ୟୁ ବରଣ କରିଛନ୍ତି| ତାଙ୍କର 7 ବର୍ଷର ଝିଅ ସହ ସ୍ତ୍ରୀ ଏବେ ସମ୍ପୂର୍ଣ ଭାବେ ବେସାହାରା| ପ୍ରକାଶ ଥାଉ କି ଦୀର୍ଘ ୨ ବର୍ଷ ହେବ ସଂଜୟ ଖାଦ୍ୟନଳୀ କ୍ୟାନ୍ସରରେ ପୀଡିତ ଥିଲେ| ଏତେ କମ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଯୋଗୁଁ ମା ଏବଂ ଝିଅ ଏବେ ବେସାହାରା ହୋଇପଡିଥିବା ଦେଖିବାକୁ ମିଳିଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ