Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଙ୍ଗଳପୁର ଥାନାରେ ପୁଣି ଆଇଆଇସି ବଦଳି|

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ମାସେ ହେବ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ପବିତ୍ର ମହାରଣାଙ୍କୁ ବଦଳି କରାଯାଇଛି| ପ୍ରକାଶ ଥାଉ କି ମଙ୍ଗଳପୁର ଥାନାରେ ପୂର୍ବରୁ ନିୟୋଜିତ ଆଇଆଇସି ରୀନାରାଣୀ ସାହୁ ବିବାଦରେ ଛନ୍ଦି ହୋଇ ଥାନାରୁ ବିଦା ହେବା ପରେ ଗତ ଜୁନ ମାସ 1 ରେ ନୂତନ ଆଇଆଇସି ଭାବେ ପବିତ୍ର ମହାରଣା ଯୋଗ ଦେଇଥିଲେ| ତେବେ ଅର୍ଡର ନଂ.138 ଅନୁସାରେ ସାରା ରାଜ୍ୟରେ ବଦଳି ପ୍ରକ୍ରିୟାରେ 85 ଜଣ ଇନ୍ସପେକ୍ଟରଙ୍କ ନାମ ମଧ୍ୟରେ ମଙ୍ଗଳପୁର ଥାନାରେ ନିୟୋଜିତ ପବିତ୍ର ମହାରଣାଙ୍କ ନାମ ରହିଛି| ଯାହାଙ୍କୁ ମଙ୍ଗଳପୁର ରୁ ଜଗତସିଂହପୁର କୁ ବଦଳି କରାଯାଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ