Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁମାନଙ୍କୁ ଲିଭ୍ ଲାଇଭ୍ ସମ୍ମାନ

ସମ୍ବଲପୁର(ଭୁବନେଶ୍ବର):ଲାଇଭ୍ ଓଡିଆର ଫାଉଣ୍ଡେସନ୍ ଡେରେ ଆନ୍ତର୍ଜାତୀୟ ଖେଲାଳି ଅଂଶୁମାନ ବାବୁଙ୍କୁ ମିଳିଛି ଆଜି ଲିଭ୍ ଲାଇଭ୍ ସମ୍ମାନ। ଆଜି ଭୂବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ପୁର୍ବତନ ସାଂସାଦ ପ୍ରଶନ୍ନ ପାଟ୍ଟଶାଣୀ ମେଡାଲ ଉତ୍ତରୀୟ ଦେଇ ଅଂଶୁମାନଙ୍କୁ ସମ୍ମାନିତ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଥାଇଲାଣ୍ଡର ପଟ୍ଟାୟା ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫ ୨୦୨୩ ରେ ୨୧ ବର୍ଷରୁ କମ୍ ବର୍ଗରେ ଅଂଶଗ୍ରହଣ କରି ଅଂଶୁମାନ ବାବୁ ଭାରତ ପାଇଁ ଆଣିଥିଲେ ରୌପ୍ୟ ପଦକ।