Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା :୧୫ ଦିନ ଅନ୍ତରରେ ଚାଲିଗଲେ ୨ ଭାଇ

ସମ୍ବଲପୁର(ଯୁଯୋମୁରା) ଭାଗ୍ୟର ବିଡମ୍ବନା । ୧୫ ଦିନ ଅନ୍ତର ରେ ଏହା ସହ ସଂସାର ଛାଡି ଚାଲି ଗଲେ ୨ ଭାଇ।ପୋଲିସ ବିଭାଗରେ କାମ କରୁଥିବା ସରୋଜ ମାଝି(୪୪)ଙ୍କ ମୃତ୍ୟୁର ୧୫ ଦିନ ନପୁରୁଣୁଆଜି କଟକ ବଡ ମେଡିକାଲ ସାନ ଭାଇ ହେମନ୍ତ ମାଝୀ(୪୦)ଙ୍କ ମୃତୁ ହୋଇଯାଇଛି ।ହେମନ୍ତ ଯୁଯୁମୁରା ସମବାୟ ସମିତି ର ନିର୍ଦେଶକ ଓ ଯୁଯୁମୁରା ଅର୍ଣ୍ଣପୂର୍ଣା କ୍ଳବର ସଭାପତି ସହ ବିଜେଡିର ଜଣେ ସକ୍ରିୟ ଯୁବ ନେତା ଥିଲେ ତାଙ୍କର ବିୟୋଗରେ ଯୁଯୋମୁରା ମଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବିଜେଡି ଯୁବ ନେତା ବରୁଣ ଦେହୁରୀ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ଭେଟି ସାହାସର ସହ ଠିଆ ହେବାକୁ ଆଶ୍ୱାସନା ଦେଇଛନ୍ତି।