Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାସାଗର ଏକାଡେମୀରେ ଗୁରୁ ଦିବସ

ବରଗଡ:ବରଗଡର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବିଦ୍ୟାସାଗର ଏକାଡୋମିରେ ଗୁରୁ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସମସ୍ତ ଶିଯକ ମାନଙ୍କୁ ବିଦ୍ୟାଳୟ ତରଫରୁ ଗୋଲାପ ଫୁଲ ସହ ଉପହାର ଦେଇ ପ୍ରଧାନ ଶିକ୍ଷୟିତ୍ରୀ ସମ୍ମାନିତ କରିଥିଲେ।ଏହା ସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ସମସ୍ତ ଶିକ୍ଷକ ମାନଙ୍କୁ ଉପହାର ଦେଇ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ।ଏହି ଅବସରରେ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories