Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୀପ ଯୋଶୀ ସମ୍ମାନୀତ

ସମ୍ବଲପୁର:କଟକର ଟାକ୍ସ ବାର ଆସୋସିଏସନ ସିଡିଏ ୬ନମ୍ବର ଠାରେ ସମାଜ ସାମିଜିକ ଅନୁଷ୍ଠାନ “ଆମ ସାଥିରେ ସୋସାଇଟି”ଗୁରୁପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ବେଛାସେବୀ,ସାହିତ୍ୟିକ ଏବଂ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ଏହି ଅବସରରେ ସମ୍ବଲପୁରର ସ୍ବେଛାସେବୀ ସାହିତ୍ୟିକ ଓ ସାମ୍ବାଦିକ ବାଣୀଭୂଷଣ ପ୍ରଦୀପ ଯୋଶୀଙ୍କୁ ସାହିତ୍ୟସାଧନା ଏବଂ ସମାଜ ସେବା ପାଇଁ ସୋସାଇଟି ଚଳିତବର୍ଷର ରାଜେନ୍ଦ୍ର ଗୁରୁ ସମ୍ମାନ ୨୦୨୩ ପାଇଁ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।ଅନୁଷ୍ଠାନର ସଭାନେତ୍ରୀ ସୁଶ୍ରୀ ଦେବଶ୍ରୀ ଛୋଟେଇ ଏବଂ ମୁଖ୍ୟ ଅତିଥି ଏହା ପ୍ରଦାନ କରିଥିଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ