ନିଯୁକ୍ତି ପରେ ସସ୍ମିତା ଜଣାଇଲେ କୃତଜ୍ଞତା


ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ସମ୍ପାଦକ ଭାବେ ଶ୍ରୀମତୀ ସସ୍ମିତାରାଣୀ ଦେହୁରୀ ମନୋନୀତ ହୋଇଛନ୍ତି। ଏହି ନବ ନିଯୁକ୍ତି ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରଦେଶ ବିଜେପି ସଭାପତି ମନମୋହନ ସାମଲ,ଜିଲ୍ଲା ସଭାପତି ଗିରିଶ ପଟେଲ,ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।