Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଶିକ୍ଷକ ସଂଘ ତରଫରୁ କ୍ଷୀରି ବଣ୍ଟନ

ଦେବଗଡ଼ ଜିଲ୍ଲାରେ ପବିତ୍ର ଗଣେଶ ପୂଜା ଅବସରରେ ଆଜି ପଞ୍ଚମ ଦିବସରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଭକ୍ତମାନଙ୍କୁ କ୍ଷୀରି ଭୋଗ ବଣ୍ଟନ କରାଯାଇଥିଲା | ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଓ ଗଣେଶ ମେଳା କମିଟିର ସମ୍ପାଦକ ଶୁକଦେବ ଭଞ୍ଜ ଏହାକୁ ଉଦଘାଟନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସୁଜିତ ପାତ୍ର, ତିଳେଇବଣି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ନନ୍ଦ, ସମ୍ପାଦକ ଡୋଳାଧର ସ୍ୱାଇଁ, ଶିକ୍ଷକ ନେତା ତ୍ରିନାଥ ଖୁଣ୍ଟିଆ, ସୌମିତ୍ରୀ ମହାପାତ୍ର, ସୁଧାଂଶୁ ପ୍ରଧାନ, ଭବାନୀକାନ୍ତ ପ୍ରଧାନ, କୁମୁଦବନ୍ଧୁ ପୃଷ୍ଟି, ଈଶ୍ୱର ଚନ୍ଦ୍ର ସାହୁ, ଗୋପବନ୍ଧୁ ପ୍ରଧାନ, ଚୂଡ଼ାମଣି ସାହୁ, ଗଣନାଥ ସାହୁ, ଧର୍ମେନ୍ଦ୍ର ସାମଲ, ଗଗନ ବିହାରୀ ପ୍ରଧାନ, ସୁଶୀଳ ପରିଡ଼ା, ଅକ୍ଷୟ ଗୁରୁ, ତପନ , ଫକିର ମୋହନ ପ୍ରଧାନ,ନାଗାର୍ଜୁନ ପ୍ରଧାନ,ସୁଧୀର କୁମାର ଦାସ,ସଞ୍ଜିବ ବ୍ରହ୍ମା,ଲଷ୍ମୀ ଦେହୁରୀ, ଘନ ବେହେରା,ଘନଶ୍ୟାମ ବେହରା,ନଳିନୀ ନାୟକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଜ୍ୟୋତିର୍ମୟୀ ବେହେରା, ଜସ୍ମିନ ନାୟକ ପ୍ରମୁଖ ସହଯୋଗ କରିଥିଲେ |