Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଶିକ୍ଷାନୁଷ୍ଠାନ ସମୂହର ସ୍ବଚ୍ଛତା କାର୍ଯ୍ୟକ୍ରମ

ସମ୍ବଲପୁର-୦୨/୧୦ (ରମାକାନ୍ତ ବିଶ୍ୱାଳ)
ଶାସନସ୍ଥିତ ବିକାଶ ଶିକ୍ଷା ଅନୁଷ୍ଠାନ ସମୂହ ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କ୍ରମରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ଜନ୍ମ ଜୟନ୍ତୀରେ ରେଙ୍ଗାଲି ସହରରେ ଥିବା ଅଲିଆ ଆବର୍ଜନାକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସଫା କରି ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ବିକାଶ ଦ କନସେପ୍ଟ ସ୍କୁଲ ଅଧ୍ୟକ୍ଷ ମନୋରଞ୍ଜନ ପତି, ବିକାଶ ସିନିୟର ସେକେଣ୍ଡାରି ସ୍କୁଲ ଅଧ୍ଯକ୍ଷା ପୁଷ୍ପିତା ପଣ୍ଡା,ଅଧ୍ୟାପକ ପ୍ରେମରାଜ ବଘାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ