Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ଦେବଗଡ଼:ଜିଲ୍ଲା ବିଜେଡି ପକ୍ଷରୁ ଆଜି ଦେବଗଡ ପୌରାଚଂଳରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପାଳଜୀୟ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ପରେ ବସନ୍ତ ନିବାସ ଠାରେ ପଂହଚିଥିଲା । ସ୍ଥାନୀୟ ବସନ୍ତ ନିବାସ ଠାରେ ଜିଲ୍ଲା ବିଜେଡି ସଭାପତି ଇଂ.ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ,ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳୀ ପାଣି, ରାଜେଶ ମହାନାୟକ, ବାସନ୍ତୀ ବେହେରା,ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ରାଜ୍ୟ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ଦେବ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଭବାନୀ ସାହୁ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ଏସଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ପୂର୍ବ ସଦସ୍ୟ ଭୂପେନ୍ଦ୍ର ପ୍ରସାଦ ନାୟକ,ପୂର୍ବ ପୌରାଧକ୍ଷା ଅନିତା ପାତ୍ର, ବରିଷ୍ଠ ବିଜେଡି ନେତା ପାଞ୍ଜିଆ ଭୋଇ, ଇଂ.ସୁଜିତ ପ୍ରଧାନ, ପ୍ରମୋଦ ଝାଙ୍କର , ମୀନକେତନ ପ୍ରଧାନ, କାଉନସିଲର ଯତୀନ ନାୟକ, ବାସନ୍ତୀମଣି ମାଝୀ, ପ୍ରମିଳା ବେହେରା, ସଂଯୁକ୍ତା ଆଚାର୍ଯ୍ୟ, ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୃଷେଠ, ବାରକୋଟ ବ୍ଲକ ସଭାପତି ହୀରାଲାଲ ସାହୁ, ରିଆମାଳ ବ୍ଲକ ସଭାପତି ବୈକୁଣ୍ଠ ପାଇକରାୟ, ରାଜକିଶୋର ଦାଶ ,ଆଲୋକ ଅମାନ୍ତ,ଦିପୁନ ନାୟକ,ଦୁଷ୍ମନ୍ତ ବିଶି,ବିକାଶ ମିଶ୍ର, ,ଶରତ ମେହେର, ରୂପକ ମାଝୀ, ମାନସ ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ନଗର ସଭାପତି ଶୁକଦେବ ଭଞ୍ଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।