Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର୍ଷିକ କ୍ରୀଡା ଉତ୍ସବ ପାଳିତଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ପାଠରେ ଆଗ୍ରହ ଗୁରୁତ୍ଵ।

ହାଟଡିହି ଆଜି ହାଟଡିହି ବ୍ଲକର ସୋସ ମହାବିଦ୍ୟାଳୟ ଡିଗ୍ରୀ କଲେଜ ପକ୍ଷରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଯେଉଁ ଥୀରେ ବଉଳା ମହାବିଦ୍ୟାଳୟ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାତ୍ର, ଅନ୍ୟ ଅଧ୍ୟାପକ ମାନଙ୍କ ମଧ୍ୟରେ ନିରାକାର ମହାନ୍ତି ,ପ୍ରଫୁଲ୍ଲ ରାଉତ, ନରେନ୍ଦ୍ର କୁମାର ରାଉତ, ମମତା ସାହୁ, ଅନ୍ନପୂର୍ଣ୍ଣା ବେହେରା, ଜ୍ୟୋତି ମୟୀ ପଣ୍ଡା, ପଙ୍କଜିନି ସାହୁ, ନିକିତା ଦାସ, କୃଷ୍ଣା କୁମାରୀ ସା, ଖେଳ ଶିକ୍ଷକ ସୁଶାନ୍ତ ସାହୁ କଲେଜ ପାଠାଗାର ର ଅଧ୍ୟାପକ ସୁରେନ୍ଦ୍ର ପାତ୍ର,
ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ରଙ୍ଗାଧର ଓ ସୁବାସ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ। ଏହି କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ , ପ୍ରବନ୍ଧ, ରଚନା, ସଙ୍ଗୀତ, ନାଟକ , ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ, ଖେଳ ରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ, ଜାଭିଲିନି ଥ୍ରୋ, ଆଦି ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ରେ ସମସ୍ତ ପିଲା ମାନେ ଭାଗ ନେଇଥିଲେ।