Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାସୁପାଲି ସେବାଶ୍ରମକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

ସମ୍ବଲପୁର/ରେଙ୍ଗାଲି ତା.୦୨/୦୨ (ରମାକାନ୍ତ ବିଶ୍ୱାଳ)
ରେଙ୍ଗାଲି ବ୍ଲକ ଅନ୍ତର୍ଗତ ବାସୁପାଲି ସେବାଶ୍ରମ ବିଦ୍ୟାଳୟ ଦୁଇଟି ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଛି। ବିଦ୍ୟାଳୟ( ଏଲିମେଣ୍ଟାରୀ) ଏବଂ ପ୍ରଧାନଶିଷକ (ଏଲିମେଣ୍ଟାରୀ) ବର୍ଗରେ ଏହି ବିଦ୍ୟାଳୟକୁ ପୁରସ୍କାର ମିଳିଛି। ପ୍ରଧାନ ଶିଷକ ବସନ୍ତ କୁମାର ସାହୁ ଏବଂ ସହକାରୀ ଶିଷକ ଉପେନ୍ଦ୍ର ଛତ୍ରୀଆଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର କର୍ମକର୍ତ୍ତା ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ