ବୀରମହାରାଜପୁର ରେ ବିଜେପି ର ମୋଦୀ ଗ୍ୟାରେଣ୍ଟି ବୈଠକ
        ବୀରମହାରାଜପୁର  : (ସୌମିତ୍ରି  ମେହେର )
   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ବିଜେପି ପକ୍ଷରୁ ମୋଦି ଗ୍ୟାରେଣ୍ଟି ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଦିଲ୍ଲୀପ ପଧାନ ସଭାପତିତ୍ବ କରି ଥିବାବେଳେ ସମସ୍ତେ ବୁଥ ସ୍ତରକୁ ଯାଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ  l କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ  , ଉଷା କ଼ୁମାରୀ  , ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ  , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା  , ମଣ୍ଡଳ ଉପ ସଭାପତି ଭୋଳା ନାଥ ବାଘ  , ସୁମନ୍ତ ଜଗଦଳl, ସନତ୍ ହୋତା  , ବିଘ୍ନ ଅମାତ  , ଲକ୍ଷ୍ମିନ୍ଦ୍ର ପଧାନ  , ବିଘ୍ନ ଅମାତ  , ପଦାର୍ଥ ଜଗଦଳl, ଅଚ୍ୟୁତ ପ୍ରଧାନ  , ଗିରୀଶ ବେହେରା  , ସେନାପତି ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଶେଷରେ ଶିବ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I 

                        