Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲେ ଆଠମଲ୍ଲିକ କଂଗ୍ରେସ୍ ପ୍ରାର୍ଥୀ…

ଆଠମଲ୍ଲିକ ବିଧାନସଭା ଆସନରେ କଂଗ୍ରେସ୍ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ଙ୍କ ସ୍ଥାନରେ ଦଳ ବରିଷ୍ଠ ରାଜନୈତିକ ନେତା ହିମାଂଶୁ ଶେଖର ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।