Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଆରମ୍ଭ କଲେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ହାଟଡିହି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ୩୭ ନମ୍ବର ଜୋନ ରେ ମହିଳା ମାନଙ୍କୁ ବିଜୁ ଜନତା କାର୍ଯ୍ୟାଳୟ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟାଳୟ କୁ ବିଜୁ ଜନତା ଦଳର ପାର୍ଥୀ ଅଭିମନ୍ୟୁ ସେଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏଥିରେ ଶତାଧିକ ମହିଳା ସାମିଲ ହୋଇ ବିଜୁ ଜନତା ଦଳ କୁ ସମୃଦ୍ଧ କରିବାକୁ ଏକ ହୋଇ କାର୍ଯ୍ୟ କରିବେ ବୋଲି ନିଷ୍ପତି ନେଇଥିଲେ ଏହି ମହିଳା ମାନଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ବେହେରା, ପୁଷ୍ପଲତା ନାୟକ, ଟିକିଲି ରାଉତ, କବିତା ରାଣୀ ବେହେରା, ସ୍ୱର୍ଣ୍ଣପ୍ରଭା ଦାସ, ନୟନା ନନ୍ଦ, ମଞ୍ଜୁଳା ଜେନା, ସ୍ୱର୍ଣାଲତା କାଣ୍ଡି, ଲକ୍ଷ୍ମୀପ୍ରିୟା ପତି, ରଶ୍ମି ରେଖା ପତି, ନିରୁପମା ସା, ସଂଯୁକ୍ତା ନାୟକ, ପ୍ରଣତି କାଣ୍ଡି ପୁଷ୍ପା ଜେନା, ଇତିଶ୍ରୀ ନାୟକ କୁମୁଡ଼ି ଜେନାଙ୍କ ସହ ଉକ୍ତ ପଞ୍ଚାୟତ ର ଅନେକ ମହିଳା ମାନେ ଯୋଗ ଦେଇ ଆଗାମୀ ଦିନ ରେ ବିଜୁ ଜନତା ଦଳ କୁ  ଅଧିକ ରୁ ଅଧିକ ଭୋଟ ଦେଇ ଜିତାଇ ବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।