Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରିଲା ମୂଲ୍ୟାୟନ; ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ସରିଲା ମାଟ୍ରିକ ଖାତା ଦେଖା। ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ।

ପ୍ରେମସିଟରେ ବୋର୍ଡ ଉପସଭାପତି କହିଛନ୍ତି, ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବା ନେଇ ନିର୍ଦ୍ଦେଶ ରହିଛି । ଖୁବ୍‌ ଶୀଘ୍ର ମାଟ୍ରିକ୍‌ ପରୀକ୍ଷା ଫଳ ବାହାର କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ବୋର୍ଡ ଉପସଭାପତି। ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ବାହାର କରିବାକୁ ଆଶାବାଦୀ ଥିବା କହିଛନ୍ତି ବୋର୍ଡ ଉପସଭାପତି ।

ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଶୃଙ୍ଖଳାର ସହିତ ଖାତା ଦେଖା ସରିଛି। ଖାତାଦେଖା ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଟାବୁଲେସନ୍ ଚାଲିଛି । ଏହା ପରେ ପରୀକ୍ଷା ଫଳ ପ୍ରକାଶ ପାଇବ ।