Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୂଦେlବର ଗ୍ରାମ ରେ କୁକୁର ଆକ୍ରମଣ ରେ 4 ମେଣ୍ଢା ମୃତ , ଦୁଇ ଗୁରୁତର

 ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମରେ କୁକୁର ଆକ୍ରମଣରେ ଚାରୋଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ଦୁଇରୁ ଉର୍ଦ୍ଧ୍ବ ଗୁରୁତର ଥିବା ଜଣାପଡିଛି l ସୂଚନା ଅନୁସାରେ ଭୁଦୋବର ଗ୍ରାମ ଚାଷୀ କବି ମହଲା ତାଙ୍କ ଗୁହାଳରେ ମେଣ୍ଢା ରଖିଥିଲେ l ସକାଲୁ ସକାଳୁ  ଦୁଇଟା କୁକୁର ଗୁହାଳ କୁ ପଶି  ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲେ I ଫଳରେ ଚାରୋଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି l ଖବର ପାଇ  ପ୍ରାଣୀ ଚିକିତ୍ସକ ପହଞ୍ଚି ଗୁରୁତର ମେଣ୍ଢା ମାନଙ୍କୁ ଚିକିତ୍ସା କରୁଥିବା ଜଣାପଡିଛି l ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି l