Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରୁ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।

କୋକସରା:୧୨/୦୯
ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ରେ ଯୋଗ୍ୟ ବିବେଚିତ ପ୍ରତି ମହିଳା ଙ୍କୁ ବାର୍ଷିକ ୨ କିସ୍ତି ରେ ୧୦ ହଜାର ଟଙ୍କା ୫ ବର୍ଷ ରେ ୫୦ ହଜାର ମିଳିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ସୁଭଦ୍ରା ଯୋଜନା ରେ ରହିଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀ ଙ୍କୁ ସଚେତନତା ସୃଷ୍ଟି ଅଭିଯାନ ପାଇଁ ଆଜି କୋକସରା ବ୍ଲକ ପରିସର ରୁ ସୁଭଦ୍ରା ରଥ କୁ ପତାକା ଦେଖାଇ ବିଡ଼ିଓ ସ୍ନେହାପ୍ରଭା ମାଝୀ, ସି ଡି ପିଓ ସରୋଜା ଦେଇ, ବିଜେପି ନେତା ତ୍ରିନାଥ ଶବର ସମେତ ଆଙ୍ଗନବାଡ଼ି ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।ଏହି ରଥ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା କରିବ।