Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସ୍ଥିତ ରାଧାରାଣୀ ମଠ ବାଗବର ରେ ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା

ବିରମହlରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଧା ରାଣୀ ମଠ ବାଗବର ଠାରେ ଆଜି ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ବିରମହlରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା l ଶ୍ରୀ ଲୁହାଙ୍କ ଏଭଳି ମହାନତା କୁ ଅଂଚଳରେ ଖୁବ ପ୍ରଶଂସା କରିଛନ୍ତି ଅସହାୟ ବୃଦ୍ଧବୃଦ୍ଧା l ଶୀତ ଋତୁ ରେ ଏହିପରି ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରୁଥିବା ଜଣାଯାଇଛି l