Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଓଗାଳିଲେ ହାତୀ ପାଲ..

ଆଠମଲ୍ଲିକ ରେଞ୍ଜ ନିକଟ ନୁଆଗଡ ନିକଟରେ ବାଟ ଓଗାଳିଲେ ହାତୀ ପଲ.. ଆଜି ଆଠମଲ୍ଲିକ ଅନୁଗୁଳ ରାସ୍ତାର ନୁଆଗଡ ନିକଟରେ ଏକ 14 ଟିକିଆ ହାତୀ ଦଳ ଅଧଘଣ୍ଟା କାଳ ଅଟକି ଥିଲେ… ଏହି ଦଳରେ ଦୁଇଟି ଦନ୍ତା. 5ଟି ହାତୀ ଛୁଆ,7ଟି ମାଈ ହାତୀ ଅଛନ୍ତି..ଏହି ହାତୀ ପାଲ ରାସ୍ତା ନିକଟରେ ରହୁଥିବାରୁ ଲୋକେ ରାସ୍ତା ଦେଇ ଜିବାକୁ ଭୟ କରୁଛନ୍ତି.. କିନ୍ତୁ ବାହାରରୁ ଆସୁଥିବା ଲୋକଙ୍କୁ ଏବିଷୟରେ ଜଣା ନଥିବାରୁ କେଉଁ ସମୟରେ ଲୋକେ ହାତୀ ପାଲ ହାବୁଡ଼ରେ ପଡିଯିବାର ଭୟ ରହି ଥିବାରୁ.. ଏବେ ବନ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ରହି ଲୋକଙ୍କୁ ତାଗିଦ କରୁଥିବାର ସୁଚନା ମିଳିଛି…ବିଭାଗ ହାତୀ ଗତି ଵିଧି ଉପରେ ନଜର ରଖିଛି…. ଆଠମଲ୍ଲିକ କୁ ଆସୁଥିବା ଯାତ୍ରୀ ମାନେ ରାସ୍ତାରେ ସତର୍କତା ସହିତ ଆସିବାକୁ ଅନୁରୋଧ କରିଛି ବିଭାଗ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ