Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଧ୍ୟାନ ଦିବସ

ସମ୍ବଲପୁର:ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୂତ୍ତାପଡା ତରଫରୁ ଆଜି ପ୍ରଥମ ବିଶ୍ଵ ଧ୍ୟାନ ଦିବସ ପାଳନ କରାଯାଇଥିଲା। ଆଜିର ଏହି ଦିବସ ଅବସରରେ ବିଶ୍ଵ ଶାନ୍ତି ପାଇଁ ଧ୍ୟାନ ର ଉପକାରିତା ସଂପର୍କରେ ଆଲୋଚନା କରାଯାଇଥିଲା। ସମ୍ପୂର୍ଣ୍ଣ ସାମାଜିକ ସୁଷ୍ତତା,ଆତ୍ମିକ ଗଠନ ତଥା ବୃଦ୍ଧି ପାଇଁ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ମାନଙ୍କୁ ଧ୍ୟାନ କୁ ଏକ ଦୈନଦିନ ରୂପରେ କରିବା ପାଇଁ ଅନୁରୋଧ କରଯାଇଥିଲା। ଆଜିର ପ୍ରଥମ ବିଶ୍ବ ଧ୍ୟାନ ଦିବସ ଅବସରରେ ଆରୋଗ୍ୟ କେନ୍ଦ୍ରର ୟୋଗା ଶିଖିକା ଶ୍ରୀମତୀ ଦିନୀ ନାୟକ ଧ୍ୟାନ ପ୍ରଦାନ କରିଥିଲେ। ଏଥିରେ ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ,ଷ୍ଟାଫ ନର୍ସ ସୁଜତା ମିଶ୍ର,ରାକେଶ ସାହୁ ଆୟୋଜନରେ ସାହଯ୍ୟ କରିଥିଲେ।