ଜାତୀୟ କରାଟେ ପ୍ରତିଯୋଗିତାରେ ସମ୍ବଲପୁରକୁ ୪୨ ପଦକ


ସମ୍ବଲପୁର: ଜାତୀୟ କରାଟେ ଫାଉଉଣ୍ଡେସନ୍ ତରଫରୁ ଅନୁଷ୍ଠିତ ହୋଇଥୂବା ପ୍ରଥମ ଜାତୀୟ କରାଟେ ଚାମ୍ପିଅନସିପ୍ ପ୍ରତିଯୋଗିତା ରେ ରେ ବିଭିନ୍ନ ରାଜ୍ୟ ରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ ।ଏଥିରେ ସମ୍ବଲପୁର ଜିଲ୍ଲା ର ପୁଟିବନ୍ଧ ରୁ “କରାଟେ-ଡୁ-ସମ୍ବ ମ୍ବଲପୁର” ଯୋଗ ଦେଇ ଜିଲ୍ଲା ପାଇଁ ସ୍ବର୍ଣ୍ଣ, ରୌପ୍ୟ,ପିତ୍ତଲ ଭଳି ୪୨ଟି ପଦକ ପାଇ ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି। ଅନୁଷ୍ଠାନ ର ମୂଖ୍ୟ ଶିକ୍ଷକ: ଶ୍ରୀ ସୂର୍ୟ୍ୟକାନ୍ତ ବେରିହା ଚାନୁ ବେରିହା ଓ ସହ ଶିକ୍ଷକ: ଶ୍ରୀ ଜି. ଗଣେଷ ଙ୍କ ମାର୍ଗଦର୍ଶନ ରେ (୧୭) ସତର ଜଣ ପ୍ରତିଯୋଗୀ ଭାଗ ନେଇ, ତୃତୀୟ ସ୍ଥାନ ଅଧୂକାର କରି (୫) ପାଞ୍ଚଟି ପିତ୍ତଳ ପଦକ, ଦ୍ବିତୀୟ ସ୍ଥାନ ଅଧୂକାର କରି (୪)ଚାରିଟି ରୂପା ପଦକ ଓ (୧୬) ଷୋହଳଟି ସ୍ବର୍ଣ୍ଣ ପଦକ ପ୍ରାପ୍ତ କରି ଆମ୍ଭ ସମ୍ବଲପୁର ସମ୍ବଲପୁର ଜିଲ୍ଲା ଗୌରବାନ୍ବିତ କରିଛନ୍ତି ।