Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରବାହାଲ ସାଇନିଂ ୱାର୍ଲଡ ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ ।

କଳାହାଣ୍ଡି:୨୪/୧୨
ଖବରଦାତା—-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ସାଇନିଂ ୱାର୍ଲଡ ଇଂଲିଶ ମିଡ଼ିୟମ୍ ସ୍କୁଲ ରେ ମହା ସମାରୋହ ରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ତହସିଲଦାର ସୁଭସ୍ମିତା ମିଶ୍ର ମୁଖ୍ୟ ବକ୍ତା ଭାବେ କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁଧୀର କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ସର୍ବଶ୍ରୀ ଦଇତାରୀ ନାଏକ୍ ଶରତ ଦାସ୍ ବିଜୟ କୁମାର୍ ଶବର ଭାଗ୍ୟଧର ମଲ୍ଲିକ ନରେଶ ଅଗ୍ରୱାଲ ପ୍ରବୀର୍ କୁମାର୍ ଗୋୟଲ ମଞ୍ଚାସିନ ହୋଇଥିଲେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା ଏହି ଉତ୍ସବ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା ମୁଖ୍ୟ ବକ୍ତା ଙ୍କ ଅଭିଭାଷଣରେ ଉପସ୍ଥିତ ଜନତା ମନମୁଗ୍ଧ ହୋଇ ଥିଲେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ୍ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭାଗ୍ୟଧର୍ ମଲ୍ଲିକ ମଞ୍ଚାସିନ ଅତିଥିଙ୍କର ବକ୍ତବ୍ୟ ବେଶ୍ ମନଛୁଆଁ ହୋଇପାରିଥିଲା ଅତିଥିଙ୍କୁ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ବିଦ୍ୟାଳୟ ଉପାଦକ୍ଷ ଶ୍ରୀ ଦୂର୍ବାଦଳ ପଟେଲ୍ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଦୋଲମନି ନାଏକ ଓ ରଚଇତା ପାଢ଼ୀ