Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ଠିକାଦାରଙ୍କ ଓ ଭାରି ଯାନର ରାଜ

ଆଠମଲ୍ଲିକ: ସର୍ବସାଧାରଣ ରାସ୍ତାଉପରେ ଠିକାଦାରଙ୍କ ରାଜ। ଅସୁବିଧା ଭୋଗୁ ଛନ୍ତି ଲୋକେ। ବାରଣ କଲେ ଶୁଣୁନାହାନ୍ତି ।କିଛି ଅଘଟଣ ହେଲେ କିଏ ରହିବ ଉତ୍ତର ଦାୟୀ ଆଖି ସାମ୍ନାରେ ରାସ୍ତାଜାମ ରହୁଥିଲେ ବି ପୋଲିସକୁ ଦେଖାଯାଉନି।PWD ରାସ୍ତାକୁ ଭାଙ୍ଗୁଛନ୍ତି PWD ଠିକାଦାର। ଏହାର ପ୍ରତିକ୍ରିୟା ମିଳୁନି PWD SDO ଙ୍କ ନିକଟରୁ।
ଆଠମଲ୍ଲିକ NAC ରେ ଏହିଭଳି ଟ୍ରାଫିକ ସମସ୍ୟା ପ୍ରତ୍ୟକ ଦିନ ସୃଷ୍ଟି ହେଉଛି। ଭାରି ଜାନ ଯାତାୟାତ କରୁଥିବାରୁ ରାସ୍ତା କଡ଼ରେ ଥିବା ଦୋକାନି ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିଶେଷକରି ଆଠମଲ୍ଲିକ ମାହେଶ୍ୱରୀ ମନ୍ଦିରଠାରୁ ବସଷ୍ଟାଣ୍ଡ ଯାଏ ଟ୍ରଫିକ ସମସ୍ୟା ହେଉଛି.. ଏହି ରାସ୍ତା ଦେଇ ଯାଉଥିବା କୁନିକୁନି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି… ଉପଜିଲ୍ଲାପାଳ ଜିଲ୍ଲାପାଳ ଭାରି ଜାନ ଯାତାୟାତ ଉପରେ ରୋକ ଲଗାଇବାକୁ ଦାବୀ ହେଉଛି… ଆଗାମୀ ଦିନରେ ଭାରିଜାନ ପାଇଁ କାହାରି ଦୁର୍ଘଟଣା ଘଟିଲେ ଲୋକେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ