କୋକସରା ଆଇନଜୀବୀ ସଂଘର କର୍ମକର୍ତ୍ତା ଚୟନ lକଳାହାଣ୍ଡି:୨୯/୦୩


କଳାହାଣ୍ଡି:୨୯/୦୩
କଳାହାଣ୍ଡି ଜିଲ୍ଲା କୋକସରା ଆଇନଜୀବୀ ଓକିଲ ସଂଘର ଚଳିତ ବର୍ଷ ୨୦୨୫-୨୬ ର କର୍ମକର୍ତ୍ତା ଶନିବାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ନିର୍ଦ୍ବନ୍ଦରେ କୋକସରା ଓକିଲ ସଂଘର ସଭାପତି ଭାବେ ମନୋଜ କୁମାର ନାଏକ, ଉପ-ସଭାପତି ଭାବେ ଲକ୍ଷ୍ମୀକାନ୍ତ ଖମାରୀ,ସମ୍ପାଦକ ଭାବେ ଲଳିତ କୁମାର ଦାସ, ସହ-ସମ୍ପାଦକ ଭାବେ ଜଗା ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରିୟ ରଞ୍ଜନ ବେହେରା ମନୋନୀତ ହୋଇଛନ୍ତି l ଓକିଲ ଲକ୍ଷ୍ମୀଧର ମେହେର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ l ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ଫୁଲତୋଡା ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।