Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସୁରଭି ରୁ ରାଜ୍ୟ ସ୍ତରୀୟ ସୁରଭି କୁ ଯିବେ କୋକସରା ବ୍ଲକ ର ୨ ଛାତ୍ରୀ।

କଳାହାଣ୍ଡି,୦୮/୧୧
ଶିଶୁ ପ୍ରତିଭା ଅନ୍ୱେଷଣ ର କାର୍ଯ୍ୟକ୍ରମ ସୁରଭି ରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୋକସରା ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଅନ୍ୟା ଅଗ୍ରୱାଲ(ସାଧାରଣ ଜ୍ଞାନ) ଓ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଆମପାଣି ର ଛାତ୍ରୀ ହେମାଙ୍ଗି ନି ନାଏକ (ଚିତ୍ରଙ୍କନ) ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯିବାପାଇଁ ମନୋନୀତ ହୋଇଛନ୍ତି। ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ,ଓଏଭି ବିଦ୍ୟାଳୟ ଓ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉଭୟ ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ