Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜ ସେବୀ ହିମାଂଶୁ ଶେଖର ତ୍ରିପାଠୀ ଆଉ ନାହାନ୍ତି

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ସ୍ଥିତ ପୂର୍ବତନ ସରପଞ୍ଚ , ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ର ପ୍ରତିଷ୍ଠାତା ସଭାପତି ତଥା ବିଜେଡି ର ଜିଲା ଉପସଭାପତି ହିମାଂଶୁ ଶେଖର ତ୍ରିପାଠୀ ଙ୍କ ଆଜି ବିୟୋଗ ଘଟିଛି l ତାଙ୍କ ବିୟୋଗରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି l ସୂଚନାଯୋଗ୍ୟ ଯେ 6ଦିନ ପୂର୍ବରୁ ତାଙ୍କ ବିବାହ ବାର୍ଷିକୀ ର 50 ତମ ଉତ୍ସବ ପାଳିତ ହୋଇଯାଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବରିଷ୍ଠ ନାଗରିକ, ସାମ୍ବାଦିକ, ରାଜନେତା ମୃତ୍ୟୁ ସଜ୍ଜା ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ