Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହକି ଖେଳ ଉଦଯାପିତ: ଦେବଗଡକୁ ହରାଇ ଡୁଙ୍ଗରୀପଡା (ଛାମୁଣ୍ଡା) ବିଜୟୀ

ସମ୍ବଲପୁର (ଛାମୁଣ୍ଡା):ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ହକି ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ସାହାର କ୍ଲବ୍ ଛାମୁଣ୍ଡା ଆନୁକୂଲ୍ଯରେ ଦେଓପାଲି ଠାରେ ଆୟଜିତ ହୋଇଥିବା ହକି ଟୁର୍ନାମେଣ୍ଟର ଫାଇନାଲରେ ଜେଜେ କ୍ଲବ ଦେଓଗଡକୁ ୨-୧ ଗୋଲରେ ହରାଇ ଡୁଙ୍ଗରୀପଡା (ଛାମୁଣ୍ଡା) ବିଜୟୀ ହୋଇ ୱିନର ସିଲ୍ଡ ହାସଲ କରିଛନ୍ତି। ଆୟୋଜିତ ଉଦଯାପନି ଉତ୍ସବରେ ବିଜେଡିର ଯୁବ ନେତା ବରୁଣ ଦେହେରୀ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଛାମୁଣ୍ଡା ସରପଞ୍ଚ୍ ବନିତା ଭୋଇ,ସମିତି ସଭ୍ୟ ଡେଭିଡ଼୍ ଭଦ୍ରା,ସୁମନ୍ତ ସାହୁ,ଅଦସ୍ତୁ କାଣ୍ଡୁଲନା ଯୋଗଦେଇ ପୁରସ୍କୃତ କରିଥିବା ବେଳେ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଅଲେଖ ଗୁଡିଆ,ଅମର କାଙ୍ଗାଡି ରେଫରି ଭାବେ ଖେଳ ପରିଚାଳନା କରୋଥିଲେ।