ମନୋରମା କ୍ଲବ ମାଠସାହି ଦୁର୍ଗା ପୂଜା ପାଇଁ ଏକ ବୈଠକ ହୋଇଯାଇଛି


ଦେବଗଡ଼ ପୌରଞ୍ଚଲ ମଠସାହୀ ମନରମା କ୍ଲବ ଦେବଗଡ଼ର କନକ ଦୁର୍ଗା ମନ୍ଦିର ର ପୂଜା ପାଇଁ ପ୍ରଧାନପଟ ସ୍ଥିତ ଡାକବଙ୍ଗଲା ଠାରେ ଏକ ବୈଠକ ହୋଇଯାଇଛି। ଗତବର୍ଷ ୨୦୨୨ର ସଭାପତି ରମଣୀ ରଞ୍ଜନ ଆଚାର୍ଯ୍ୟ ପୂଜା ସମସ୍ତ ଖର୍ଚ ର ହିସାବ ଦେଇଥିଲେ। ଏ ବର୍ଷ ମା କନକ ଦୁର୍ଗା ମନ୍ଦିର ରେ କେମିତି ଶାନ୍ତି ଶୁଙ୍ଖଳା ଓ ଧୁମ ଧାମ ରେ ପୂଜା ହେବ ଏ ବିଷୟରେ ବୈଠକ ରେ ନିଷ୍ପତି ନିୟା ଯାଇଛି। କ୍ଲବ ର ସମସ୍ତ ସଦସ୍ୟ ମାନେ ଏ ବର୍ଷ ଦୁର୍ଗା ପୂଜା ନୂତନ ସଭାପତି ଭାବେ ରମନି ରଞ୍ଜନ ଆଚାର୍ଯ୍ୟ, ଉପ ସଭାପତି କାର୍ତିକ ପଟ୍ଟନାୟକ, କଷାଧ୍ୟକ୍ଷ ପ୍ରଦୀପ ଦାଶ, ସମ୍ପାଦକ ଶରତ ମେହେର, ଉପ ସମ୍ପାଦକ ରୂପକ ମାଝୀ, ପସାର ପସାରଣ ଶଶାଙ୍କ ଶେଖର ଝାଙ୍କର , ଶିବାଶିଷ ଝାଙ୍କର, ଉପଦେଷ୍ଟା ଖେତ୍ରବାସୀ ମେହେର, ବିକାଶ ପ୍ରଧାନ, ରଜାତ ପ୍ରଧାନ ଙ୍କୁ କ୍ଲବ ର ସଦସ୍ୟ ମାନେ ନୂତନ କର୍ମକର୍ତା ଭାବେ ଚୟନ କରା ଯାଇଛି। ଶେଷରେ ମନଜ ସାହୁ ବୈଠକ ରେ ଥିବା କ୍ଲବ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ପର୍ପଣ କଟିଥିଲା