Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଜଳଭଣ୍ଡାର- ଖୋଲିଲା ଆଉ ୮ ଟି ଗେଟ

ସମ୍ବଲପୁର-୧୪/୦୯ ଗତକାଲି ହୀରାକୁଦ ର ୨ଟି ଗେଟ୍ ଖୋଲିଥିଲା. ବାମପଟୁ ୬ଟି ଓ ଡାହାଣ ପଟୁ ୪ଟି ଗେଟ୍ ଦେଇ ନିଷ୍କାସନ ଜାରି ରହିଅଛି.
ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ୍‌ ରହିଅଛି. ଡ୍ୟାମ୍‌କୁ ପ୍ରବେଶ କରୁଛି ୧,୪୨,୦୭୨ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୭୨,୧୯୦ କ୍ୟୁସେକ ଜଳ