Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ହୃଦୟ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ୱକାଥନ

ସମ୍ବଲପୁର-୩୦/୦୯ (ରମାକାନ୍ତ ବିଶ୍ୱାଳ) ବିଶ୍ଵ ହୃଦୟ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ୱକାଥନ ଆଜି ସମ୍ବଲପୁର ଅଇଁଠାପାଲି ଛକରୁ ବୁଢ଼ାରଜା ଓଭର ବ୍ରିଜ ପର୍ଯ୍ୟନ୍ତ ବିଶ୍ଵ ହୃଦୟ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ୱକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୁଣ୍ଣଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ପତାକା ଦେଖା ଉଦଘାଟନ କରିଥିଲେ। ଏଥିରେ ବିକାଶ ଗୃପର ଏମଡି, ବିକାଶ ହସ୍ପିଟାଲର କର୍ତ୍ତୃପକ୍ଷ , ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି ସ୍ୱତନ୍ତ୍ର ୱକାଥନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ହୃଦୟ ଦିବସ ଉପଲକ୍ଷେ ବିଶେଷ ଜନଜାଗରଣ ସୃଷ୍ଟି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ